ହୋଇପାରିବ ନାହିଁ ସମୂହ ନମାଜପାଠ।

ଗୋଟିଏ ଦିନ ପରେ ଆରମ୍ଭ ହେବ ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନଙ୍କ ପବିତ୍ର ରମଜାନ ମାସ କିନ୍ତୁ ଲକଡାଉନ ପାଇଁ ପାଳନ ବେଳେ କମିଶନରେଟ ପୋଲିସ ଜାରି କଲା କିଛି କଟକଣା । କଟକ ସହରରେ ଲକଡାଉନ ପାଇଁ କୌଣସି ମସଜିଦ ରେ ୫ଜଣଙ୍କ ରୁ ଉର୍ଦ୍ଧ ଲୋକେ କରିପାରିବେ ନାହିଁ ନମାଜ ପାଠ।ଏହା ସହ କୌଣସି ସ୍ଥାନରେ ଏକତ୍ରିତ ହୋଇ କରିପାରିବେ ନାହିଁ ଇଫତାର ପାର୍ଟି। କେବଳ ନିଜ ଘର ଲୋକଙ୍କ ସହ ଘରେ ରହି ନମାଜପାଠ ସହ କରିବେ ଇଫତାର ପାର୍ଟି ବୋଲି କହିଲେ କଟକ ଡିସିପି ଅଖିଲେଶ୍ୱର ସିଂ।

CuttackNamajOdishaRamjan