NAC ନିର୍ବାଚନ ପୂର୍ବରୁ ହିନ୍ଦୋଳରେ ରାଜନୈତିକ ହିଂସା

ଏପ୍ରିଲ ୩ ତାରିଖରେ ହେବାକୁ ଥିବା NAC ନିର୍ବାଚନ ପୂର୍ବରୁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ରାଜନୈତିକ ହିଂସା ଦେଖାଦେଇଛି. ବିଜେପି କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ପଣ୍ଡା ଆହତ ହୋଇ ହସ୍ପିଟାଲରେ ଚିକତ୍ସିତ ହୋଇଛନ୍ତି. ବିଜେପି ବିଜେଡି କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ସହ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଧାରଣା ଦେଇଛି.

BJDBJPDhenkanalHindolNAC PollsOdishaPolitical Violence