Odisha News Insight

ଲକ୍ଡ଼ାଉନ ସମୟ ରେ ଯାଜପୁର ରୋଡ଼ ନେସନାଲ ମାର୍ବଲ ଚାଲାଇଛି ଅବାଧ ରେ ମାର୍ବଲ ବେପାର !

ଯାଜପୁର :-ଯାଜପୁର ଜିଲ୍ଲା ରେ ଏ ଯାବତ୍ 2ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି | ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ୟାସନଗର ପୌରାଞ୍ଚଳ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁର ରୋଡ଼ ବ୍ୟାଙ୍କ ଷ୍ଟ୍ରିଟ ଅଞ୍ଚଳ ର ନେସନାଲ…