Odisha News Insight
Browsing Category

Defence

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସହ ଆସିଥିବା ଏହି ମହିଳା ଜଣଙ୍କ କିଏ ? ଜାଣନ୍ତୁ

ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସ୍ୱଦେଶ ଫେରିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ପାକିସ୍ତାନ ସେନା ବନ୍ଦୀ କରି ରଖିବାର ୬୦ ଘଣ୍ଟା ପରେ ହିଁ ଗତକାଲି ରାତି ୯ଟା ୧୦ମିନିଟ୍ ସମୟରେ ପାକିସ୍ତାନୀ ଅଧିକାରୀ ଅମୃତସରର ଅଟାରୀ ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ…