Odisha News Insight
Browsing Category

Odisha

କରୋନା: ଫୋନରେ ଦିନ ତମାମ ମାଗଣା ପରାମର୍ଶ ଦେବେ ଡାକ୍ତର

 ଲକ୍‌ଡାଉନ୍‌ରେ ଥିବା ଲୋକଙ୍କ ପାଇଁ ସୁଖବର। ଆପଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ବା ସ୍ବାସ୍ଥ୍ୟକୁ ନେଇ କୌଣସି ସମସ୍ୟା ଦେଖାଦେଲେ ଆପଣ ଡାକ୍ତରଖାନା ଓପିଡି ଯିବାର ଆବଶ୍ୟକତା ନାହିଁ। ଆପଣଙ୍କ ଫୋନରେ ଆପଣ ଅଭିଜ୍ଞ ଡାକ୍ତରଙ୍କ ଠାରୁ ମାଗଣା ପରାମର୍ଶ ପାଇପାରିବେ। ଭାରତୀୟ ଡାକ୍ତରୀ…

୩ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ

ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦେକ୍ଷେପ ନେଉଛନ୍ତି। ଅପରପକ୍ଷେ ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଏପରିକି ତାଙ୍କ ପାଇଁ ରାଜ୍ୟରେ କରୋନା ଭାଇରସ୍ ଷ୍ଟେଜ-ଥ୍ରୀକୁ ଯାଇପାରେ ବୋଲି କୁହାଯାଉଛି। କାରଣ…