Odisha News Insight

ତପି ମିଶ୍ର କୁ ମ୍ୟାନେଜର ପୋଷ୍ଟ ରୁ ହଟେଇଲେ ଦୂତି ଚାନ୍ଦ !

ସୋସିଆଲ ମିଡ଼ିଆ ରେ ଲେଖି ବିଗତ କିଛି ଦିନ ହେବ ଅଲମ୍ପିଆନ ଦୂତି ଚାନ୍ଦ ବେଶ୍ ଚର୍ଚ୍ଚା ରେ ଥିଲେ | ହଠାତ୍ ଆଜି ସଂଧ୍ୟା ରେ ଦୂତି ଙ୍କ ଏକ ଟ୍ୱିଟ୍ ସମସ୍ତ ଙ୍କ ମନରେ ପୁଣି ଏକ ନୂଆ ପ୍ରଶ୍ନ ଊଠାଇଛି | ଏହି ଟ୍ୱିଟ୍ ରେ ଦୂତି ଲେଖିଛନ୍ତି ଯେ ସେ ତାଙ୍କର ମ୍ୟାନେଜର ତପି ମିଶ୍ର କୁ ହଟେଇଛନ୍ତି ! ଏଥିସହ ସେ ନୂତନ ମ୍ୟାନେଜର ନେବାକୁ ଚାହୁଁଛନ୍ତି | ଏଥିପାଇଁ ଇଛୁକ ଥିବା ବ୍ୟକ୍ତି ବିଶେଷ [email protected] ଏହି ଇମେଲ ଆଡ଼ରେସ୍ ରେ ଆବେଦନ କରିବା ପାଇଁ ଦୂତି ଚାନ୍ଦ କହିଛନ୍ତି |

Dutee Chand Tweet

Leave a comment