Odisha News Insight

୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ।

ଲୋକସଭା କ୍ଷେତ୍ର : କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ)

  • ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
  • ଖରିଆର  : ଲମ୍ବୋଧର ନିଆଳ
  • ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର
  • ଧର୍ମଗଡ଼ : ମହୋଷଧି ବାଗ
  • ଭବାନୀପାଟଣା : ଦୁଷ୍ମନ୍ତ ନାଏକ
  • ନର୍ଲା :ଭୂପିନ୍ଦର ସିଂ

ଲୋକସଭା କ୍ଷେତ୍ର: ନବରଙ୍ଗପୁର : ରମେଶ ଚନ୍ଦ୍ର ମାଝୀ (ସାଂସଦ ପ୍ରାର୍ଥୀ)

  • ଉମରକୋଟ :  ସୁବାଶ ଗଣ୍ଡ
  • ନବରଙ୍ଗପୁର : ସଦାଶିବ ପ୍ରଧାନ
  • ଡ଼ାବୁଗାଁ : ମନୋହର ରାନ୍ଧାରୀ
  • କୋଟପାଡ଼ : ପଦ୍ମୀନୀ ଡିଆନ
  • ଚିତ୍ରକୋଣ୍ଡା :  ପୂର୍ଣ୍ଣଚନ୍ଦ୍ର ସାକା

ଲୋକସଭା କ୍ଷେତ୍ର: କନ୍ଧମାଳ : ଅଚ୍ୟୁତ ସାମନ୍ତ (ସାଂସଦ ପ୍ରାର୍ଥୀ)

  • ବାଲିଗୁଡା : ଚକ୍ରଧର କହଁର
  • ଜି. ଉଦୟଗିରି : ସାଲୁଜା ପ୍ରଧାନ
  • ବୌଦ୍ଧ : ପ୍ରଦୀପ କୁମାର ଅମାତ
  • କଣ୍ଟାମାଳ : ମହୀଧର ରାଣା
  • ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
  • ଦଶପଲ୍ଲା : ରମେଶ ବେହେରା

ଲୋକସଭା କ୍ଷେତ୍ର: କୋରାପୁଟ : କୌଶଲ୍ୟା ହିକକା (ସାଂସଦ ପ୍ରାର୍ଥୀ)

  • ଗୁଣୁପୁର : ରଘୁନାଥ ଗମାଙ୍ଗ
  • ବିଷମକଟକ :ଜଗନ୍ନାଥ ସାରକା
  • ରାୟଗଡ଼ା :  ଲାଲ ବିହାରୀ ହିମିରିକା
  • ଲକ୍ଷ୍ମୀପୁର : ପ୍ରଭୁ ଜାନୀ
  • ଜୟପୁର : ରବି ନାରାୟଣ ନନ୍ଦ
  • କୋରାପୁଟ : ରଖୁରାମ ପୋଡାଲ

ଲୋକସଭା କ୍ଷେତ୍ର : ବ୍ରହ୍ମପୁର : ଚନ୍ଦ୍ରଶେଖର ସାହୁ (ସାଂସଦ ପ୍ରାର୍ଥୀ)

  • ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା
  • ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ
  • ବ୍ରହ୍ମପୁର : ବିକ୍ରମ ପଣ୍ଡା
  • ଦିଗପହଣ୍ଡି : ସୂଯ୍ୟ ନାରାୟଣ ପାତ୍ର
  • ଚିକିଟି : ଉଷା ଦେବୀ
  • ମୋହନା : ପୂର୍ଣ୍ଣବାସୀ ନାୟକ
  • ପାରଳାଖେମୁଣ୍ଡି : କଲ୍ୟାଣୀ ଗଜପତି

ବଲାଙ୍ଗୀର : କଳିକେଶ ନାରାୟଣ ସିଂହଦେଓ (ସାଂସଦ ପ୍ରାର୍ଥୀ)

  • ଟିଟଲାଗଡ : ଟୁକୁନି ସାହୁ
  • ପାଟଣାଗଡ : ସରୋଜ ମେହେର
  • ସୋନୁପର : ନିରଞ୍ଜନ ପୂଜାରୀ
  • କଣ୍ଟାବାଞ୍ଝୀ : ଅଜୟ ଦାଶ
  • ବୀରମହାରାଜପୁର : ପଦ୍ମନାଭ ବେହେରା

ଆସ୍କା : ପ୍ରମିଳା ବିଷୋୟୀ (ସାଂସଦ ପ୍ରାର୍ଥୀ)

  • ହିଞ୍ଜଳିକାଟୁ : ନବୀନ ପଟ୍ଟନାୟକ
  • ଆସ୍କା : ମଞ୍ଜୁଳା ସ୍ୱାଇଁ
  • ସୋରଡା : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
  • ସାନଖେମୁଣ୍ଡି : ନନ୍ଦିନୀ ଦେବୀ
  • ପୋଲସରା : ଶ୍ରୀକାନ୍ତ ସାହୁ
  • କବିସୂଯ୍ୟନଗର  : ଲତିକା ପ୍ରଧାନ
  • ଖଲ୍ଲିକୋଟ : କେକେ ସୂଯ୍ୟମଣି ବୈଦ୍ୟ

ବରଗଡ : ପ୍ରସନ୍ନ ଆଚାର୍ଯ୍ୟ (ସାଂସଦ ପ୍ରାର୍ଥୀ)

  • ବରଗଡ : ଦେବେଶ ଆଚାର୍ଯ୍ୟ
  • ଅତାବିରା : ସ୍ନେହାଙ୍ଗିନୀ ଛୁରିଆ
  • ଭଟଲୀ : ସୁଶାନ୍ତ ସିଂ
  • ପଦ୍ମପୁର  : ବିଜୟ ରଞ୍ଜନ ସିଂହ ବରିହା
  • ବିଜେପୁର : ନବୀନ ପଟ୍ଟନାୟକ
  • ଝାରସୁଗୁଡା : ନବ କିଶୋର ଦାସ


ସୁନ୍ଦରଗଡ : ସୁନୀତା ବିଶ୍ୱାଳ (ସାଂସଦ ପ୍ରାର୍ଥୀ)

  • ସୁନ୍ଦରଗଡ : ଯୋଗଶ ସିଂ
  • ରାଜଗାଙ୍ଗପୁର : ମଙ୍ଗଳା କିଷାନ
  • ତଳସରା : ଷ୍ଟିଫେନ ସୋରେନ
  • ରାଉରକେଲା : ସାରଦା ପ୍ରସାଦ ନାୟକ
  • ରଘୁନାଥପଲ୍ଲୀ : ସୁବ୍ରତ ତରାଇ
  • ବଣାଇ : ରଣଜିତ୍ କିଷାନ

Leave a comment