Odisha News Insight

ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ଶେଷ

ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ଶେଷ

ବୈଠକ ପରେ ସାଂସଦ ପିନାକୀ ମିଶ୍ରଙ୍କ ସୂଚନା :

  • ବିଧାନ ପରିଷଦ ଗଠନ ଦାବି ଦୋହରାଇଲା ।
  • ରେଳ ବଜେଟ୍‌ରେ ଏଥର ଓଡ଼ିଶାକୁ ଅଧିକ ଅନୁଦାନ ଆଶା ।
  • GST କ୍ଷତିପୂରଣ ଦାବି କରିବେ ସାଂସଦ ।
  • କ୍ଲିନ୍ ଏନର୍ଜି ସେସ୍ ଦାବି କଲା ବିଜେଡି ।
  • ସାଂସଦଙ୍କ ପ୍ରଦର୍ଶନ ନେଇ ତାଗିଦ କଲେ ମୁଖ୍ୟମନ୍ତ୍ରୀ। ସାଂସଦ-ବିଧାୟକଙ୍କ ସମନ୍ୱୟ ଉପରେ ଗୁରୁତ୍ୱ ଦେଲେ ନବୀନ। ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗ ଉଠାଇବ ବିଜେଡି। ସିଏଏକୁ ସମର୍ଥନ ।
  • ଏନଆରସିକୁ ବିରୋଧ ।
  • ଏନପିଆରର ଦୁଇଟି ବିଷୟକୁ ନେଇ ଆପତ୍ତି ରହିଛି ।
  • ଜାତି ଭିତ୍ତିକ ଜନଗଣନାରେ ଓବିସିକୁ ସାମିଲ କରାଯାଉ ।
Leave a comment