Odisha News Insight

ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୭ ହଜାର’ ୪୯୭ ରେ ପହଞ୍ଚିଲା ଓ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ ଛୁଇଁଲା

ଦିନକରେ ୪0 ହଜାର ୪୨୫ ଆକ୍ରାନ୍ତ ଓ ୬୮୧ ମୃତ

ଆକ୍ଟିଭ କେସ୍ ୩ ଲକ୍ଷ ୯0 ହଜାର ୪୫୯ ଓ ସୁସ୍ଥ ହେଲେଣି ୭ ଲକ୍ଷ ୮୬

ମହାରାଷ୍ଟ୍ରରେ ସର୍ବାଧିକ ୩ ଲକ୍ଷ ୧0 ହଜାର ୪୫୫ ଆକ୍ରାନ୍ତ ଓ ୧୧ ହଜାର ୮୫୪ ମୃତ
ରାଜ୍ୟରେ ଆଜି ୨୩ଟି ଜିଲ୍ଲାରୁ ଆଉ ୬୭୩ ନୂଆ ଆକ୍ରାନ୍ତ ଚି଼ହ୍ନଟ

୪୪୬ କ୍ଵାରେନଟିନ ଓ ୨୨୭ ଲୋକାଲ କେସ୍

ଓଡିଶାରେ ଏଯାଏଁ ମୋଟ ଆକ୍ରାନ୍ତ ସଂଖ୍ୟା @ ୧୮ ହଜାର ୧୧0

ଆକ୍ଟିଭ କେସ୍ ୫ ହଜାର ୫୩୩ ଓ ସୁସ୍ଥ ହେଲେଣି ୧୨ ହଜାର ୪୫୨

ଗଞ୍ଜାମରୁ ସର୍ବାଧିକ ୨୩୯ ଓ ଦ୍ଵିତୀୟରେ ଖୋର୍ଦ୍ଧାରୁ ୫୮ ଆକ୍ରାନ୍ତ ଚି଼ହ୍ନଟ
ଆଜି ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ

ରାଜ୍ୟରେ ମୃତ୍ୟୁସଂଖ୍ୟା ୧00 ପାଖାପାଖି ପହଞ୍ଚିଗଲା
ଓଡିଶା ମୋଟ ମୃତ୍ୟୁ @ ୯୭

Leave a comment