Odisha News Insight

‘କରୋନଲ୍’ କୁ ମିଳିଲା ଅନୁମତି |

ବହୁ ବାଦ ବିବାଦ ପରେ ଶେଷରେ ଷ୍ଟୋରରେ ବିକ୍ରୀ ହେବ ପତଞ୍ଜଳୀର ‘କରୋନିଲ’ ଔଷଧ | ଏ ନେଇଁ ଆୟୁଷ ମନ୍ତ୍ରଣାଳୟରୁ ମିଳିଛି ଅନୁମତି | ତେବେ ଏହା କରୋନା ଔଷଧ ଭାବେ ନୁହେଁ ବରଂ କେବଳ ଇମ୍ୟୁନିଟି ବୁଷ୍ଟର ବା ରୋଗ ପ୍ରତିରୋଧକ ଶକ୍ତିର ଔଷଧ ଭାବେ ବିକ୍ରି ହେବ |

Leave a comment