Odisha News Insight

ନବୀନଙ୍କୁ ଆମେ ମୁଖ୍ୟମନ୍ତ୍ରୀ କରିଛୁ : ପ୍ରଦୀପ୍ତ ନାୟକ

ରାଜ୍ୟରେ ବିଜେଡ଼ି ଓ ବିଜେପି ସଂପର୍କ ନେଇଁ ଖୁଲାସା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ | କେନ୍ଦ୍ର ଓ ବିଜେପି ସହ ନବୀନ ପଟ୍ଟନାୟକଙ୍କ ଭଲ ସଂପର୍କ ରହିଛି | ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ, ଆମ ଆଶୀର୍ବାଦରୁ ଓ ଆମ କାନ୍ଧରେ ନବୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି କହିଲେ ପ୍ରଦୀପ୍ ନାୟକ | ଏହା ଛଡ଼ା ବିଜେଡ଼ି ସହ ଆମର ଭଲ ସଂପର୍କ ଅଛି ଏବଂ ନବୀନଙ୍କ ଉପରେ କେନ୍ଦ୍ରର ଆଶୀର୍ବାଦ ରହିଛି |

Leave a comment