Odisha News Insight

ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ କଟକଣା

ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ କଟକଣା । ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ସଚିବ ସଞ୍ଜିବ ଚୋପ୍ରା । ଏଣିକି ସରକାରୀ କର୍ମଚାରୀ ସୋସିଆଲ ମିଡିଆରେ ଚାକିରୀ ସମନ୍ଧୀୟ ଅଭିଯୋକକୁ ସାର୍ବଜାନୀନ କରିପାରିବେ ନାହିଁ । ଠିକାରେ କାମ କରୁଥିବା ସରକାରୀଙ୍କ ପାଇଁ ଏହା ପ୍ରଜୁର୍ଯ୍ୟ ହେବ ।

ଏଣିକି ସୋସିଆଲ ମିଡିଆରେ ପୋଷ୍ଟ କଲେ ବିଶୃଙ୍ଖଳା ବୋଲି ଧରାଯିବ । ସରକାରୀ କର୍ମଚାରୀଙ୍କ କୋଡ ଅଫ କଣ୍ଡକ୍ଟର ଉଲଂଘନ ହେବ । ସପୃକ୍ତ ବିଭାଗର ସଚିବ ମାନେ ବିଭାଗୀୟ କର୍ମଚାରୀଙ୍କୁ ଅବଗତ କରିବାକୁ ଚିଠି ଲେଖି ସୋସିଆଲ ମିଡିଆରୁ କ୍ଷାନ୍ତ ରହିବାକୁ କହିବେ ।

Leave a comment