Odisha News Insight

ହ୍ବାଟ୍‌ସ୍ଆପ୍‌ରେ ମିଳିବ ଓଡିଶା ସରକାରଙ୍କ କରୋନା ତଥ୍ୟ

କରୋନାଭାଇସ୍ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେବା ନିମନ୍ତେ ରାଜ୍ୟ ସରକାର ହ୍ବାଟ୍‌ସ୍ଆପ୍‌ରେ କୋଭିଡ୍ ହେଲ୍‌ପ୍‌ଡେସ୍କ ଆରମ୍ଭ କରିଛନ୍ତି।ବହ୍ବାଟ୍‌ସ୍‌ଆପ୍‌ରେ କୋଭିଡ୍-୧୯ ସଂକ୍ରାନ୍ତ ସମସ୍ତ ଅପ୍‌ଡେଟ୍‌ସ୍ ପାଇବା ନିମନ୍ତେ ୯୩୩୭୯୨୯୦୦୦ ହାଇ ‘Hi’ କିଂବା bi.ly/OGCovidWhatsAppରେ କ୍ଲିକ୍ କରି ପାରିବେ।

ଏ ସଂକ୍ରାନ୍ତରେ ଟୁଇଟ୍ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ କହିଛି ଯେ କୋଭିଡ୍-୧୯ ସଂକ୍ରାନ୍ତ ସଦ୍ୟତମ ଘଟଣାବଳୀ, ସୂଚନା ଏବଂ ପରିସଂଖ୍ୟନ ଏବେ ଅତି ସହଜରେ ମିଳିପାରିବ।

Leave a comment