Odisha News Insight

ସଞ୍ଜୟଙ୍କ ପ୍ରଶଂସା, ଅମିତ ଶାହା ଜଣେ ଶକ୍ତିଶାଳି ଗୃହମନ୍ତ୍ରୀ |

ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ଲାଗିଥିବା ବେଲଗାମ ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ହିଁ ଏହାର ସମାଧାନ କରିପାରିବ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ | ଅମତି ଶାହାଙ୍କ ପ୍ରଶଂସାରେ ଶ୍ରୀ ରାଉତ କହିଲେ, ଏଭଳି ସମସ୍ୟା କେବଳ କେନ୍ଦ୍ର ଶକ୍ତିଶାଳି ଗୃହମନ୍ତ୍ରୀ ହିଁ କରିପାରିବେ ଯିଏ କି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିପାରିଛନ୍ତି |

Leave a comment