ONI Bureau: Union Minister Dharmendra Pradhan on Thursday visited villages destroyed by severe Cyclonic storm Titli in Rayagada tehsil of Gajapati district.
The Union Minister along with BJP general secretary Bhrugu Baxipatra visited Kainpur, one of the most affected areas by Cyclone Titli in Gajapati district.
He met with the villagers and heard the problems faced by them. Many people residing in hilly areas have lost their livelihood and homes. The villagers reported that they were not warned by the administration about the cyclone or the rainfall, earlier.
Electricity hasn’t been restored, people haven’t been given proper relief yet and situation is not good in the Gajapati district said Pradhan.
ସରକାର ନିଜ ଦାୟିତ୍ୱରୁ ଓହରି ଯାଇପାରିବେ ନାହିଁ । ବର୍ତ୍ତମାନ ଦାୟିତ୍ୱ ନେବାର ସମୟ ଆସିଛି। pic.twitter.com/kE9JoF5Rbo
— Dharmendra Pradhan (@dpradhanbjp) October 18, 2018
ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନଥିବା ଲୋକମାନେ କହିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ ଆଦିବାସୀଙ୍କ ପଶୁ ସମ୍ପଦ ମୃତ୍ୟୁ ବିଷୟରେ ପଚାରି ବୁଝିବାକୁ ଆସିନଥିବା ଜାଣିବାକୁ ପାଇଲି। pic.twitter.com/Aij4wPN6Xu
— Dharmendra Pradhan (@dpradhanbjp) October 18, 2018
ଏଠାରେ ରିଲିଫ୍ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚି ପାରିନାହିଁ । ଏଠାକାର ସମସ୍ତ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ କାର୍ଡଧରୀ ଓ ବିନା କାର୍ଡଧାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ସହ ସମସ୍ତ ସୁବିଧା ଯୋଗାଇ ଦିଆଯାଉ ବୋଲି ସରକାରଙ୍କ ନିକଟରେ ଦାବୀ କରୁଛି। pic.twitter.com/y9vFjCuS9i
— Dharmendra Pradhan (@dpradhanbjp) October 18, 2018
ଜଣେ ବାପା ନିଜ କୁନି ଝିଅର ଶବକୁ କାନ୍ଧେଇ ଚାଲିବା କେବଳ ହୃଦୟ ବିଦାରକ ନୁହେଁ, ବରଂ ସରକାର ଓ ପ୍ରଶାସନର ଚରମ ବିଫଳତା।
ମୁଖ୍ୟମନ୍ତ୍ରୀ ଗଜପତି ଯାଇ ଫେରିବାର ମାତ୍ର ଗୋଟିଏ ଦିନ ପରେ ଏପରି ଘଟଣା ଘଟିବା ଏକ କଳଙ୍କିତ ଅଧ୍ୟାୟ।
ଏ ସରକାର ଶୋଇ ପଡ଼ିଲାଣି। ଏହାକୁ ଚେତାଇବାକୁ ଏକ ଜନଜାଗରଣ ଓ ବିପ୍ଳବର ଆବଶ୍ୟକତା ରହିଛି। pic.twitter.com/0jvOc8GrVq
— Bhrugu Baxipatra (@BhruguBJP) October 18, 2018