Odisha News Insight
Browsing Tag

21 Days

୨୧ ଦିନ ଯାଏ ପୂରା ଦେଶ ଲକ୍‌ ଡାଉନ୍

ଆଜି ମଧ୍ୟରାତ୍ରିରୁ ସାରା ଦେଶ ଲକ ଡାଉନ୍। ଆଜି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଆଜି ରାତିରୁ ୨୧ ଦିନ ପାଇଁ ଦେଶ ସାରା ଜାରି ରହିବ ଲକ ଡାଉନ। ଏହା କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଆପଣ ଯିଏ…