Odisha News Insight
Browsing Tag

Atlas

ବନ୍ଦ ହେଲା ଦେଶର ସବୁଠାରୁ ବଡ଼ ସାଇକେଲ କମ୍ପାନୀ

ଦେଶର ୬୯ ବର୍ଷ ପୁରୁଣା ସାଇକେଲ କମ୍ପାନୀ 'ଆଟଲାସ' ଆର୍ଥିକ ସଙ୍କଟ କାରଣରୁ କାରଖାନାରେ କାମ କରିବା ବନ୍ଦ କରିଦେଇଛି । ଏହି କାରଣରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୪୫୦ରୁ ଅଧିକ କର୍ମଚାରୀଙ୍କ ସାମ୍ନାରେ ଜୀବିକା ସଙ୍କଟ ଦେଖାଦେଇଛି । ସାଇକେଲ କମ୍ପାନୀ ଆଟଲାସ ଗତ କିଛି ବର୍ଷ ଧରି ଆର୍ଥିକ…