Odisha News Insight
Browsing Tag

Bhubaneswar

ଫସିବେ ଫେକ୍‌କଲକାରୀ, ମାମଲା ରୁଜୁ

ଥଟ୍ଟା-ମଜା କରିବା ମହଙ୍ଗା ପଡିଲା । ଟାଇମପାସ୍ ପାଇଁ କଲ ସେଣ୍ଟରକୁ କଲ କରି ଝିଅଙ୍କ ସହ ଗପିବା ଏବେ ଫେକ କଲକାରୀଙ୍କ ପାଇଁ କାଳ ସାଜିଲା । ପୁଲିସ ଫେକକଲକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଖୁବଶୀଘ୍ର ସେମାନଙ୍କୁ ପୁଲିସ ବାନ୍ଧିବ ବୋଲି ଜଣାପଡିଛି । ୧୦୪ ହେଲଫ

ଭୁବନେଶ୍ୱରରେ କାଲି କଣ ଖୋଲା ରହିବ ,କଣ ରହିବ ବନ୍ଦ

କାଲିଠୁ କୋହଳ ହେବ ଲକ୍ ଡାଉନ । କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । କିନ୍ତ୍ୁ ଆପଣ ଯଦି ଭୁବନେଶ୍ୱର ବାସୀ ତା ହେଲେ ଜାଣି ନିଅନ୍ତୁ କାଲିଠୁ କଣ ଖୋଲିବ କଣ ରହିବ ବନ୍ଦ । ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ପରବର୍ତ୍ତି ନିଷ୍ପତ୍ତି ପର୍ଯ୍ୟନ୍ତ ଜାରୀ ରହିବ ଲକ ଡାଉନ

ଅମାନିଆ ଗାଡ଼ିଚାଳକ ସାବଧାନ: ବଦଳିଲା ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ବର ଏଜି ଛକରେ ପୁଲିସ ପକ୍ଷରୁ ପ୍ରତିବନ୍ଧକ  ରାସ୍ତାରେ ଯାତାୟତ ଗାଡ଼ିକୁ ପୁଲିସ ଜବତ କରିପାରିବନି ବୋଲି ଗତକାଲି ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ହାଇକୋର୍ଟ ଆଜି ପୁଣି ନିଜ ନିଷ୍ପତ୍ତିରେ ସଂଶୋଧନ ଆଣିଛନ୍ତି। କୋହଳ ହୋଇଥିବା ଗାଡ଼ି ଚଳାଚଳ କଟକଣା ପୁଣି ଲାଗୁ ହୋଇଛି।

ସାବଧାନ ଭୁବନେଶ୍ବର: ଏହି ଓମଫେଡ୍‌ ବୁଥକୁ ୧୪ ଦିନ ଭିତରେ ଯାଇଛନ୍ତି କି?

ଆଜି ସତ୍ୟନଗର ଅଞ୍ଚଳକୁ ଭୁବନେଶ୍ବର ମହାନଗର କର୍ତୃପକ୍ଷ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ କରିିଥିବା ବେଳେ ଏଠାରେ ୪ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ବହୁବାର ଏକ ଓମଫେଡ୍‌ ବୁଥ୍‌କୁ ଯାଇଥିବାରୁ ଏ ନେଇ ଲୋକମାନଙ୍କୁ ସଚେତନ କରାଇଛନ୍ତି

କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା ହେଲା ‘ସତ୍ୟ ନଗର’

 ଆଜି ଭୁବନେଶ୍ୱରର ସତ୍ୟ ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ବିଏମସି। ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଯାହା ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି। ସେଥିପାଇଁ

ସାବଧାନ ! ପରିବା, ସଉଦା ସାଙ୍ଗରେ ଘରକୁ କରୋନା ନେଇକି ଯାଆନ୍ତୁନି

ଦୁଇଦିନ ସଟ୍ ଡାଉନ୍ ପରେ ରାତି ଆଠଟାରେ ଭୁବନେଶ୍ବର, କଟକ ଓ ଭଦ୍ରକରେ ପରିବା ଓ ସଉଦା ଦୋକାନ ଖୋଲିବ I ତେବେ ଲୋକେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି I ଲୋକେ ସାମାଜିକ ଦୂରତ୍ବ ରକ୍ଷା ନ କଲେ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ