Odisha News Insight
Browsing Tag

Bhubaneswar

ବନ୍ଦେ ଭାରତ ମିସନ ରେ ପ୍ରବାସୀଙ୍କୁ ନେଇ ଭୁବନେଶ୍ବର ଫେରିବ 2 ଟି ବିମାନ!

ପ୍ରଥମରେ ମିଡ୍ ଇଷ୍ଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସନ୍ତା 14 ତାରିଖରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନ ଦୁବାଇରୁ ଭୁବନେଶ୍ବର ଆସିବ I ଏୟାର୍ ଇଣ୍ଡିଆ ବିମାନ ଏଆଇ - 1474 ରେ ପ୍ରାୟ ଦୁଇ ଶହ ଯାତ୍ରୀ ଫେରିବେ I ଏହାପରେ ଆଉ ଏକ ବିମାନ କ୍ୱାଲାଲୁମ୍ପୁରରୁ ପ୍ରବାସୀଙ୍କୁ ନେଇ…

ବିଏମସି ବୁଲାଇଲା ପ୍ରଚାର ଗାଡ଼ି

ହଟସ୍ପଟ ଜୋନ ତଥା ଭୁବନେଶ୍ୱରରେ ଦୋକାନ ଖୋଲିଲେ ଏଣିକି କାର୍ଯ୍ୟାନୁଷ୍ଟାନ ନିଆଯିବ । ଗତ ଦୁଇଦିନ ହେଲା କେତେକ ଅମାନିଆ ବ୍ୟବସାୟୀ ତଥା ଦ୍ୱନ୍ଦ୍ୱରେ ପଡି କିଛି ଦୋକାନ ବଜାର ଖୋଲିଥିଲେ । ଏନେଇ ‘ONI’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଉଠିଛି । ଭୁବନେଶ୍ୱର ମହାନଗର ନିଗମ…

ଫସିବେ ଫେକ୍‌କଲକାରୀ, ମାମଲା ରୁଜୁ

ଥଟ୍ଟା-ମଜା କରିବା ମହଙ୍ଗା ପଡିଲା । ଟାଇମପାସ୍ ପାଇଁ କଲ ସେଣ୍ଟରକୁ କଲ କରି ଝିଅଙ୍କ ସହ ଗପିବା ଏବେ ଫେକ କଲକାରୀଙ୍କ ପାଇଁ କାଳ ସାଜିଲା । ପୁଲିସ ଫେକକଲକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଖୁବଶୀଘ୍ର ସେମାନଙ୍କୁ ପୁଲିସ ବାନ୍ଧିବ ବୋଲି ଜଣାପଡିଛି । ୧୦୪ ହେଲଫ…

ଭୁବନେଶ୍ୱରରେ କାଲି କଣ ଖୋଲା ରହିବ ,କଣ ରହିବ ବନ୍ଦ

କାଲିଠୁ କୋହଳ ହେବ ଲକ୍ ଡାଉନ । କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । କିନ୍ତ୍ୁ ଆପଣ ଯଦି ଭୁବନେଶ୍ୱର ବାସୀ ତା ହେଲେ ଜାଣି ନିଅନ୍ତୁ କାଲିଠୁ କଣ ଖୋଲିବ କଣ ରହିବ ବନ୍ଦ । ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ପରବର୍ତ୍ତି ନିଷ୍ପତ୍ତି ପର୍ଯ୍ୟନ୍ତ ଜାରୀ ରହିବ ଲକ ଡାଉନ…

ଅମାନିଆ ଗାଡ଼ିଚାଳକ ସାବଧାନ: ବଦଳିଲା ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ବର ଏଜି ଛକରେ ପୁଲିସ ପକ୍ଷରୁ ପ୍ରତିବନ୍ଧକ  ରାସ୍ତାରେ ଯାତାୟତ ଗାଡ଼ିକୁ ପୁଲିସ ଜବତ କରିପାରିବନି ବୋଲି ଗତକାଲି ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ହାଇକୋର୍ଟ ଆଜି ପୁଣି ନିଜ ନିଷ୍ପତ୍ତିରେ ସଂଶୋଧନ ଆଣିଛନ୍ତି। କୋହଳ ହୋଇଥିବା ଗାଡ଼ି ଚଳାଚଳ କଟକଣା ପୁଣି ଲାଗୁ ହୋଇଛି। …

ସାବଧାନ ଭୁବନେଶ୍ବର: ଏହି ଓମଫେଡ୍‌ ବୁଥକୁ ୧୪ ଦିନ ଭିତରେ ଯାଇଛନ୍ତି କି?

ଆଜି ସତ୍ୟନଗର ଅଞ୍ଚଳକୁ ଭୁବନେଶ୍ବର ମହାନଗର କର୍ତୃପକ୍ଷ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ କରିିଥିବା ବେଳେ ଏଠାରେ ୪ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ବହୁବାର ଏକ ଓମଫେଡ୍‌ ବୁଥ୍‌କୁ ଯାଇଥିବାରୁ ଏ ନେଇ ଲୋକମାନଙ୍କୁ ସଚେତନ କରାଇଛନ୍ତି…