Odisha News Insight
Browsing Tag

BJD

ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଦେବାପାଇଁ ଲାଗିପଡିଛନ୍ତି ୫ଟି ସଚିବ।

ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଲାଗିପଡିଛନ୍ତି୫ଟି ସଚିବ। ଗୁରୁବାର ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରଯାଇ ଖାଇବା, ମାଗଣା ଔଷଧ ଓ…

ସେବା ଓ ସଂଗ୍ରାମରେ ବିଶ୍ବାସ କରେ ବିଜେଡି ନବୀନ

ସରିଲା ବିଜେଡ଼ି ଜନ ସଂପର୍କ ପଦଯାତ୍ରା | ଅକ୍ଟୋବର ୨ ତଥା ଗାନ୍ଧୀଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡ଼ି ପଦଯାତ୍ରାର ଆଜି ଉତ୍ତର ଭୁବନେଶ୍ୱରରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେବା ବାର୍ତ୍ତାକୁ ଘରେ ଘରେ ଓଡ଼ିଶା-ମୋ ପରିବାର…

ବିଜେଡି କୁ ଫେରିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ

ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ର ପ୍ରତିଷ୍ଠାତା ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଙ୍କ ଉପରୁ ବିଜେଡି ଦଳ ତରଫରୁ ଲାଗୁଥିବା ବହିଷ୍କାର ଆଦେଶକୁ ଆଜି ଉଠାଇ ଦିଆଯାଇଛି l ଦଳର ସଭାପତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୁନଃ ତାଙ୍କୁ ଦଳକୁ ଫେରାଇ ନିଆଯାଇଥିବା…

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୪ଟି ଲୋକସଭା ଆସନରୁ ଏହିମାନେ ହେବେ ବିଜେଡି ପ୍ରାର୍ଥୀ !

ଭୁବନେଶ୍ବର ୧୩|୩ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲକୁ ଆଉ ମାତ୍ର ୫ଦିନ ରହିଛି । ୧୮ ତାରିଖରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ହେଲେ ଏଯାଏଁ ରାଜ୍ୟର କୌଣସି ଦଳ ସେମାନଙ୍କ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିନାହାନ୍ତି । ୧୭ ତାରିଖ ଦିନ…

ଏକାକୀ ଲଢିବ ବିଜେଡି

ନିର୍ବାଚନରେ ବିଜେଡି ଏକାକୀ ଲଢିବ । କୌଣସି ଦଳ ସହ ନିର୍ବାଚନ ବୁଝାମଣା କରିବ ନାହିଁ I ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହା ଘୋଷଣା କରିଛନ୍ତି । ଏଥିସହ ପ୍ରାର୍ଥୀ ଚୟନ ସମ୍ପର୍କରେ ନବୀନ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବିଜୟ ସମ୍ଭାବନା ଥିବା…