Odisha News Insight
Browsing Tag

Corona Positive

ଏନଡିଆରଏଫ୍ ର ୫୦ ଯବାନ ପଜିଟିଭ୍, ଅମ୍ଫାନ ଉଦ୍ଧାର ପାଇଁ ଯାଇଥଲେ ପଶ୍ଚିମବଙ୍ଗ |

କଟକ ମୁଣ୍ଡଳୀ ଏନଡିଆରଏଫ୍ କ୍ୟାମ୍ପର ୫୦ ଯବାନ କରୋନା ପଜିଟିଭ | ୩ ଦିନ ତଳେ ଜଣେ, ଆଜି ଆଉ ୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏ ନେଇଁ ଏନଡିଆରଏଫ୍ ପକ୍ଷରୁ ସୂଚନା ଦିଆ ଯାଇଛ | ସୂଚନା ୧୬୭ ଏନଡିଆରଏଫ୍ ଯବାନ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ…

ଓଡ଼ିଶାରେ ୪ର୍ଥ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ୪ର୍ଥ ପଜିଟିଭ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟରେ ସୂଚନା ଦେଲା। ପଜିଟିଭ ବ୍ୟକ୍ତିଙ୍କ ବୟସ ୨୯ ବର୍ଷ। ଏବଂ ଭଦ୍ରକ ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଏଥିସହିତ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ୪ର୍ଥ…