Odisha News Insight
Browsing Tag

Corona Virus

ରାଜ୍ୟର ୫ ଜିଲ୍ଲାକୁ ବ୍ୟାପିଲା କରୋନା, ଭୁନେଶ୍ବରରେ ୧୪ ଜଣ ଆକ୍ରାନ୍ତ

ଦୁଇ ସପ୍ତାହ ପୁର୍ବେ ଭୁବନେଶ୍ବରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟର ୫ଟି ଜିଲ୍ଲାକୁ ଏହି ଭୂତାଣୁ ବ୍ୟାପି ସାରିଲାଣି। ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୫ ଜଣ ଆକ୍ରାନ୍ତ ଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଭଦ୍ରକରେ…

ଓଡ଼ିଶାରେ ୩ୟ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ୩ୟ ପଜିଟିଭ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟରେ ସୂଚନା ଦେଲା। ପଜିଟିଭ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ। ଏବଂ ସେ ଭୁବନେଶ୍ବର ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।  ଏଥିସହିତ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ୩…

ସମସ୍ତେ ମିଶି ମହାମାରୀ କରୋନାର ମୁକାବିଲା କରିବା: ସୁବ୍ରତ ବାଗଚୀ

ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ…

ଜରୁରୀ କାର୍ଯ୍ୟରେ ନିୟୋଜିତ ଗାଡ଼ି ପାଇଁ ଷ୍ଟିକର୍‌ ଜାରି କଲା କମିଶନରେଟ୍‌ ପୁଲିସ

କରୋନା ଲକ୍‌ଡାଉନ୍‌ ସମୟରେ ଜରୁରୀ ଦ୍ରବ୍ୟ ପରିବହନ ଓ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଲାଗିବ CHECKED ଷ୍ଟିକର୍। ଆଜି ଠାରୁ ଭୁବନେଶ୍ବର ଓ କଟକ ସହରରେ ଏହି ସେବା ଆରମ୍ଭ କରିଛନ୍ତି କମିଶନରେଟ୍‌ ପୁଲିସ। ଉପଯୁକ୍ତ ପ୍ରମାଣ ଦେଇ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି…