Odisha News Insight
Browsing Tag

Corona

କରୋନା ମୃତ୍ୟୁ ସତ୍ତ୍ବେ ଏହି ଦେଶରେ ହେଲା ନିର୍ବାଚନ

ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସତ୍ତ୍ବେ ମାଲିରେ ଆଜି ଦେଶବ୍ୟାପୀ ସଂସଦୀୟ ମତଦାନ ହୋଇଛି। ମାତ୍ର ୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଆଫ୍ରିକୀୟ ଦେଶରେ ୧୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲାା ଆଜି ଭୋଟଗ୍ରହଣ ଆରମ୍ଭର କିଛି ସମୟ ପୂର୍ବରୁ ଦେଶରେ ପ୍ରଥମ କରୋନା ଜନିତ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତେେ ପାସ୍: ଗଣଶିକ୍ଷା ମନ୍ତ୍ରୀ

ମହାମାରୀ କରୋନା ଭାଇରସ୍ ଯୋଗୁଁ ଏବେ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ଏଥିସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ହୋଇପଡ଼ିଛି। ଏହାରିମଧ୍ୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। କରୋନା କାରଣରୁ ଚଳିତଥର ପ୍ରଥମରୁ…

କରୋନା ୧୧,୦୦୦ ବନ୍ଦୀଙ୍କୁ ଜାମିନରେ ଛାଡ଼ିବ ଉତ୍ତରପ୍ରଦେଶ

ରାଜ୍ୟର ୭୧ଟି ଜାଲରେ ବନ୍ଦୀ ଥିବା ୧୧,୦୦୦ରୁ ଅଧିକ କଏଦୀଙ୍କୁ ଜାମିନରେ ଛାଡ଼ିଛନ୍ତି ଉତ୍ତରପ୍ରଦେଶ ସରକାର। କରୋନା ସଂକ୍ରମଣ ଭୟାବହତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗୁଥିବା କଏଦୀ ଓ ବିଚାରାଧୀନ ବନ୍ଦୀମାନଙ୍କୁ ପାରୋଲ୍‌ ଅଥବା…

କରୋନା ବେପାର ଚୀନରୁ ୧୦୦ କୋଟି ମାସ୍କ କିଣିବ ଫ୍ରାନ୍ସ

ଗୋଟିଏ ପଟେ ସାରା ବିଶ୍ବକୁ କରୋନା କବଳିତ କରି ରଖିଥିବା ବେଳେ ଏହାର ଉତ୍ପତ୍ତିସ୍ଥଳ ଚୀନ ଏବେ ପ୍ରାୟତଃ ବିପଦମୁକ୍ତ ଅବସ୍ଥାରେ ପହଞ୍ଚିଲାଣି। ,ଭଳି ସମୟରେ ମାନବସମ୍ବଳ ବହୁଳ ଚୀନ୍‌ ଆରମ୍ଭ କରିଛି କରୋନା ବ୍ୟବସାୟ। କରୋନା ଲଢ଼େଇରେ ଆକ୍ତାମାକ୍ତ ଫ୍ରାନ୍ସ ଚୀନ୍‌ ଠାରୁ ୧୦୦ କୋଟି ଫେସ୍‌…

କରୋନା: ଫୋନରେ ଦିନ ତମାମ ମାଗଣା ପରାମର୍ଶ ଦେବେ ଡାକ୍ତର

 ଲକ୍‌ଡାଉନ୍‌ରେ ଥିବା ଲୋକଙ୍କ ପାଇଁ ସୁଖବର। ଆପଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ବା ସ୍ବାସ୍ଥ୍ୟକୁ ନେଇ କୌଣସି ସମସ୍ୟା ଦେଖାଦେଲେ ଆପଣ ଡାକ୍ତରଖାନା ଓପିଡି ଯିବାର ଆବଶ୍ୟକତା ନାହିଁ। ଆପଣଙ୍କ ଫୋନରେ ଆପଣ ଅଭିଜ୍ଞ ଡାକ୍ତରଙ୍କ ଠାରୁ ମାଗଣା ପରାମର୍ଶ ପାଇପାରିବେ। ଭାରତୀୟ ଡାକ୍ତରୀ…

ସେନାରେ କରୋନା: କ୍ବାରାଣ୍ଟିନ୍‌ରେ ୫୦ ବିଏସ୍‌ଏଫ୍‌ ଯବାନ

ସେନାବାହିନୀରେ କରୋନା ରୋଗୀ ଠାବ ହୋଇଛି। ଜଣେ ବ୍ୟକ୍ତିଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ଦେଖାଦେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣ ବର୍ଡସ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି। ମଧ୍ୟପ୍ରଦେଶ ଗ୍ବାଲିଅର୍‌ ଜିଲ୍ଲା ଟେକାନପୁର ଠାରେ ଥିବା ବିଏସ୍‌ଏଫ୍‌…

ଲକଡାଉନ ଜନିତ ଅସୁବିଧା ପାଇଁ ଦୁଃଖିତ, ଏହା ଜରୁରୀ ଥିଲା- ମୋଦି

ପ୍ରତ୍ୟେକ ମାସର ଶେଷ ରବିବାର ଭଳି ଆଜି ମଧ୍ୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିକ କରି କହିଛନ୍ତି ଯେ, କିିଛି ନିଷ୍ପତ୍ତି ପାଇଁ ଆପଣମାନେ…

କରୋନା: ସ୍ପେନ୍ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ମହାମାରୀ କରୋନାରେ ପ୍ରାଣ ହରାଇଲେ ସ୍ପେନ୍ ରାଣୀ ମାରିଆ ଟେରେସା। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମୃତ ମାରିଆଙ୍କ ଭାଇ ରାଜକୁମାର ସିକ୍ସଟୋ ଏନରିକି ଡି ବୋରବୋନ ଫେସବୁକରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରାଜକୁମାରୀ ମାରିଆଙ୍କ ମୃତ୍ୟୁ ମାର୍ଚ୍ଚ ୨୬ରେ ହୋଇଛି। କୋଭିଡ-୧୯ରେ…

କରୋନା: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି, ୮୬ ଜଣ ଆରୋଗ୍ୟ

 ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରୁଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଏମାନଙ୍କ ମଧ୍ୟରୁ ୨୫ ଜଣଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ୮୬ ଜଣ ରୋଗୀ ଠିକ୍‌ ହୋଇସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ…

କରୋନା: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୯, ଇରାନରୁ ଆସିଲେ ୨୭୫ ଭାରତୀୟ

ମହାମାରୀ କରୋନା ଭାଇରସର କାୟା ଦିନକୁ ଦିନ ଭାରତରେ ଦେଖିବାକୁ ମିିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିବା…