Odisha News Insight
Browsing Tag

CoronaVirus

ରାଜ୍ୟରେ ଜାରିହେଲା ଅନଲକ୍ ୪ ଗାଇଡଲାଇନ୍।

ଆଜି ରାଜ୍ୟ ସରକାର ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଦର୍ଶାଇଛନ୍ତି ଯେ କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ ଏବଂ ସ୍ଥାନୀୟ ଅଧିକାରୀ କଣ୍ଟେନ୍‌ମେଣ୍ଟ…

କେମିତି ରହିବ ଏଥରର କର୍ଫ୍ୟୁ

ରାଜ୍ୟରେ ବଳବତ୍ତର ରହିଲା ରାତ୍ରୀକାଳିନ କର୍ଫ୍ୟୁରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ସାଧାରଣ ଆତଯାତ ବନ୍ଦଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କର୍ମଚାରୀ ଯାଆସ କରିପାରିବେ୪ଜିଲ୍ଲା, ଗୋଟିଏ ମୁନିସିପାଲଟିରେ ବଳବତ୍ତର ରହିବ ସପ୍ତାହନ୍ତ ସର୍ଟଡାଉନଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଟକ ଓ ରାଉରକେଲା…

କରୋନା ମୃତକଙ୍କ ପିଲାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟରେ ସଂପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା

ଓଡ଼ିଶା, ଭାରତ ଓ ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ୱ ଏଥିରେ ଆକ୍ରାନ୍ତ ହୋଇଛି । ଓଡ଼ିଶା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କର ମଧ୍ୟ କରୋନାରେ…

ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍

କରୋନା ଯୁଦ୍ଧରେ ଅବତୀର୍ଣ୍ଣ ରାଜ୍ୟ ସରକାରଙ୍କ ଆଗରେ ଉଭା ହୋଇଛି ଆର୍ଥିକ ସଙ୍କଟ । ଏପ୍ରିଲ୍/ମେ’ ମାସରେ ୭୦% ରାଜସ୍ୱ କମିଥିବା ବେଳେ ଜୁନ୍/ଜୁଲାଇରେ ୨୦% ରାଜସ୍ୱ କମିଛି । କରୋନା ପାଇଁ ଏହି ଅବସ୍ଥା ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଯୋଜନାରେ ଅନୁଦାନ କମିବା ଆଶଙ୍କା ମଧ୍ୟ ରହିଛି । ଗୋଟେ ପଟେ…

ଖୁସି ଖବର, ଖୁବ ଶୀଘ୍ର ଲଞ୍ଚ ହେବ କରୋନା ଭ୍ୟାକସିନ୍ |

ମହାମାରୀ କରୋନାକୁ ସଙ୍କଟ ଭିତରେ ଆସିଲା ଏକ ଖୁସି ଖବର | କରୋନା ପାଇଁ ଦେଶୀ ଭ୍ୟାକସିନ୍ କୁହାଯାଉଥିବା କୋଭାସ୍କିନ୍ (COVAXIN) ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧିନତା ଦିବସ ଅବସରରେ ଲଞ୍ଚ୍ ହେବ ବୋଲି ଜଣାପଡ଼ିଛି। ଏହି ଭ୍ୟାକସିନକୁ ଭାରତ ବାୟୋଟିକ୍ ନାମକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ…