Odisha News Insight
Browsing Tag

Dhenkanal

ବିରାଶାଳ ଏୟାରଷ୍ଟ୍ରିରେ ଟ୍ରେନିଂ ବିମାନ କ୍ରାସ୍, ୨ ପାଇଲଟ ମୃତ

ଢେଙ୍କାନାଳର କଙ୍କଡ଼ାହାଡ଼ରେ ଟ୍ରେନିଂ ବିମାନ ଦୁର୍ଘଟଣା । ଟ୍ରେନିଂ ନେଉଥିବା ଦୁଇ ପାଇଲଟଙ୍କ ମୃତ୍ୟୁ । ବିରାଶାଳ ଏୟାରଷ୍ଟ୍ରିପରେ ଏବି ବିମାନ ଦୁର୍ଘଟଣା ଘଟିଛି । ଟ୍ରେନିଂ ବେଳେ ବିମାନ କ୍ରାସ୍ ହୋଇ ଖସି ପଡିଛି । ମୃତ ଦୁଇ ପାଇଲଟଙ୍କ ଭିତରୁ ଜଣେ ଟ୍ରେନର ହୋଇଥିବା ବେଳେ ଅନ୍ୟ ଜଣେ…

ଢେଙ୍କାନାଳରେ ପ୍ରଥମ କରୋନା ଆକ୍ରାନ୍ତ

ଓଡ଼ିଶାରେ ଆଜି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଭୁବନେଶ୍ବରର ହୋଇଥିବା ବେଳେ ଢେଙ୍କାନାଳରେ ମିିଳିଛି ପ୍ରଥମ କରୋନା ପଜିିଟିଭ୍। ଏମାନଙ୍କ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିିଛି। ଢେଙ୍କାନାଳ ସହରର ଜଣେ ୫୧ ବର୍ଷର ମହିଳାଙ୍କ ଠାରେ ଆଜି କରୋନା…

କୋଟିପତି ନେତାଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ବିଜେଡ଼ି ଭାବମୂର୍ତ୍ତି ପ୍ରଭାବିତ

ଓଏନଆଇ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ବିଜେଡି ର ଜଣେ ପ୍ରତିପତ୍ତିଶାଳୀ ପୂର୍ବତନ ବିଧାୟକଙ୍କ ରାଜନୈତିକ ଅପରିପକ୍ବତା ପାଇଁ ଦଳର ଭାବମୂର୍ତ୍ତି ଢେର ରସାତଳକୁ ଗଲାଣି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା । ନିଜର ଟଙ୍କା ବଳରେ ସବୁଠି ସବୁ କିଣି ପାରିବାର ମାନସିକତା ତାଙ୍କୁ ବିଭିନ୍ନ…