Odisha News Insight
Browsing Tag

Donation Drive

PM CARES ଦେଶବାସୀଙ୍କୁ ଦାନ ମାଗିଲେ ପ୍ରଧାନମନ୍ତ୍ରୀ

 ସାରା ବିଶ୍ବକୁ କରୋନା ଭୂତାଣୁ ଭୟଭୀତ କରିଥିବା ବେଳେ ଭାରତ ମଧ୍ୟ ଏହି ମାରାତ୍ମକ ରୋଗ ସହ ଲଢ଼େଇ କରୁଛି। ଗୋଟିଏ ପଟେ ସାରା ଦେଶ ଲକ୍‌ଡାାଉନ୍‌ ଥିବା ବେଳେ ଅନ୍ୟପଟେ ଜନତା ଓ ରାଷ୍ଟ୍ରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ସମୟରେ ଦେଶର ଏଇ ଲଢ଼େଇରେ ସାମିଲ ହେବା ଲାଗି ଦେଶବାସୀଙ୍କୁ…