Odisha News Insight
Browsing Tag

EMI

ବ୍ୟାଙ୍କ ଋଣକାରୀଙ୍କୁ ୩ ମାସର ମହଲତ

କରୋନା ଲକ୍‌ଡାଉନ୍‌ରେ ସାଧାରଣ ଜନତା ଓ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଋଣକାରୀଙ୍କୁ ମିଳଇଚି ଆଶ୍ବସ୍ତି। ଆଗାମୀ ୩ ମାସ ପର୍ଯ୍ୟନ୍ତ ଋଣ ସୁଝିବା ବାଧ୍ୟତାମୂଳକ ନୁହେଁ ବୋଲି ରିଜର୍ବ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କହିଛନ୍ତି। ରିଜର୍ବ ବ୍ୟାଙ୍କ ପକ୍ଷରୁ ଏ ନେଇ ସମସ୍ତ ବ୍ୟାଙ୍କ ଓ…