Odisha News Insight
Browsing Tag

farmers

୩ ଦିନରେ ସରିଲା ୧୦ବର୍ଷର କାମ

ଗାଁରେ ଦୀର୍ଘ ବର୍ଷ ଧରି ଜମିକୁ ପାଣି ନଥିଲା । ଫଳରେ ଗ୍ରାମରେ ଥିବା ଲୋକଙ୍କ ଜମିରେ ଧାନ ଚାଷ ସମେତ ବିଭିନ୍ନ ଚାଷ କରିବା ପାଇଁ ପାଣିର ସମସ୍ୟା ଉକ୍ରଟ ଭାବରେ ଲାଗିରହିଥିଲା । ଅଂଚଳରେ ସ୍ୱାଭାବିକ ମୌସୁମୀ ଲୁଚକାଳି ଖେଳୁଥିବା ବେଳେ ପ୍ରଚଣ୍ଡ ଖରାରେ ଚାଷ ଜମି ଗୁଡ଼ିକ ବର୍ଷ ବର୍ଷ ଧରି ଫାଟି…