Odisha News Insight
Browsing Tag

government

ବଢିଲା ଶ୍ରମିକଙ୍କ ମଜୁରୀ |

କରୋନା ମହାମାରୀ ଭତରେ ରାଜ୍ୟର ସବୁ ଶ୍ରେଣୀ ଶ୍ରମିକଙ୍କ ଦୈନିକ ମଜୁରୀ ୫ ଟଙ୍କା ୪୦ ପଇସା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର | ଏଣିକି ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୦୩ ଟଙ୍କା ୪୦ ପଇସା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୪୩ ଟଙ୍କ ୪୦ ପଇସା, କୁଶଳୀ ଶ୍ରମିକଙ୍କ ମଜୁରୀ ହେଲା…

ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍

କରୋନା ଯୁଦ୍ଧରେ ଅବତୀର୍ଣ୍ଣ ରାଜ୍ୟ ସରକାରଙ୍କ ଆଗରେ ଉଭା ହୋଇଛି ଆର୍ଥିକ ସଙ୍କଟ । ଏପ୍ରିଲ୍/ମେ’ ମାସରେ ୭୦% ରାଜସ୍ୱ କମିଥିବା ବେଳେ ଜୁନ୍/ଜୁଲାଇରେ ୨୦% ରାଜସ୍ୱ କମିଛି । କରୋନା ପାଇଁ ଏହି ଅବସ୍ଥା ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଯୋଜନାରେ ଅନୁଦାନ କମିବା ଆଶଙ୍କା ମଧ୍ୟ ରହିଛି । ଗୋଟେ ପଟେ…

ଯାତ୍ରୀବାହୀ ଘରୋଇ ବସ୍ ପାଇଁ ଟାକ୍ସ ରିହାତି କଲେ ସରକାର

ଯାତ୍ରୀବାହୀ ଘରୋଇ ବସ କ୍ଷେତ୍ରରେ ଟାକ୍ସ ରିହାତି କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଯାତ୍ରୀବାହୀ ବସ୍ କ୍ଷେତ୍ରରେ ଜୁଲାଇରେ ୭୫ ପ୍ରତିଶତ, ଅଗଷ୍ଟରେ ୫୦ ପ୍ରତିଶତ ଓ ସେପ୍ଟେମ୍ବରରେ ୨୫ ପ୍ରତିଶତ ଟାକ୍ସ ରିହାତି ଦିଆଯାଇଛି…

ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ କଟକଣା

ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ କଟକଣା । ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ସଚିବ ସଞ୍ଜିବ ଚୋପ୍ରା । ଏଣିକି ସରକାରୀ କର୍ମଚାରୀ ସୋସିଆଲ ମିଡିଆରେ ଚାକିରୀ ସମନ୍ଧୀୟ ଅଭିଯୋକକୁ ସାର୍ବଜାନୀନ କରିପାରିବେ ନାହିଁ । ଠିକାରେ କାମ କରୁଥିବା ସରକାରୀଙ୍କ ପାଇଁ ଏହା…