Odisha News Insight
Browsing Tag

IAS

ଉତ୍ସବ ନୁହେଁ ବନ୍ଧନକୁ ଗୁରୁତ୍ବ ଦେଲେ ଆଇଏଏସ୍ ଅଧିକାରୀ !

କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ କୋଲକାତା ସ୍ଥିତ ନିଜ କାର୍ଯ୍ୟାଳୟରେ ବିବାହ କଲେ ଆଇଏଏସ୍‌ ଅଫିସର ତୁଷାର ସିଙ୍ଗ୍ଲ ଓ ଆଇପିଏସ୍‌ ଅଫିସର ନବଜୋତ ସିମି ।ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସେମାନଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜନୀତିରେ ଯୋଗ ଦେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ !

ଓଏନଆଇ ବ୍ୟୁରୋ: କିଛି ବିଳମ୍ବ ସତ୍ତ୍ୱେ ଶେଷରେ ରାଜ୍ୟ ସରକାର ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ବେଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି । ଫଳରେ ସେ ରାଜନୀତିରେ ଯୋଗ ଦେବା ପଥ ପ୍ରଶସ୍ତ ହୋଇଛି । ଯଦିଓ ଏପର୍ଯ୍ୟନ୍ତ ଅପରାଜିତା ସ୍ପଷ୍ଟ…