Odisha News Insight
Browsing Tag

India

ଶେଷରେ ମୁଁହ ଖୋଲିଲେ ପ୍ରିୟଙ୍କା ଚୋପ୍ରା, କହିଲେ କାହିଁକି ସେ ନିଜ ଠାରୁ 10 ବର୍ଷ ସାନ ନିକ ଜୋନାସଙ୍କୁ ବାହା ହେଇଗଲେ

ବର୍ତ୍ତମାନ ବିଶ୍ୱରେ 200 ରୁ ଅଧିକ ଦେଶର ଲୋକମାନେ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି | ସାରା ବିଶ୍ୱରେ ପ୍ରତିଦିନ ହଜାର ହଜାର ଲୋକ ମରୁଛନ୍ତି। ଭାରତ ବି ଏହି ମହାମାରୀ ପ୍ରକୋପରୁ ମୁକ୍ତି ପାଇଁ ନାହିଁ। କରୋନା କାରଣରୁ ଏଠାରେ ଲକଡାଉନ୍ ଘୋଷଣା କରାଯାଇଛି | ଲକ୍ଆଉଟ୍ ହେତୁ ସେଲିବ୍ରେଟି…

ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି |

ଆଉ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି | ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ଏଣିକି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନିର୍ଦ୍ଧାରଣ କରିବେ | ସେହିପରି ବର୍ତ୍ତମାନ ତିନିଟି ଜୋନ ବଦଳରେ ୫ଟି ଜୋନ ରହିବ | ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସହ ବଫର…

ବନ୍ଦେ ଭାରତ ମିସନ ରେ ପ୍ରବାସୀଙ୍କୁ ନେଇ ଭୁବନେଶ୍ବର ଫେରିବ 2 ଟି ବିମାନ!

ପ୍ରଥମରେ ମିଡ୍ ଇଷ୍ଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସନ୍ତା 14 ତାରିଖରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନ ଦୁବାଇରୁ ଭୁବନେଶ୍ବର ଆସିବ I ଏୟାର୍ ଇଣ୍ଡିଆ ବିମାନ ଏଆଇ - 1474 ରେ ପ୍ରାୟ ଦୁଇ ଶହ ଯାତ୍ରୀ ଫେରିବେ I ଏହାପରେ ଆଉ ଏକ ବିମାନ କ୍ୱାଲାଲୁମ୍ପୁରରୁ ପ୍ରବାସୀଙ୍କୁ ନେଇ…

ଗ୍ୟାସ୍ ଲିକ୍ ହୋଇ ୮ ମୃତ, ହଜାରରୁ ଅଧିକ ହସପିଟାଲରେ ଭର୍ତ୍ତି |

ମହାମାରୀ କରୋନା ଭୟାଭୟତା ଭିତରେ ଆନ୍ଧ୍ରପ୍ରଦେଶରୁ ଆସିଛି ଦୁଃଖଦ ଘଟଣା | ବିଶାଖାପଟନମର ନାଇଡୁ ଥୋଟା ଅନ୍ତର୍ଗତ ଆରଆର ଭେଙ୍କଟପୁରମ ନିକଟରେ ଥିବା ଏଲପିଜି ପଲିମରସ ପ୍ଲାଣ୍ଟରୁ ରାତି ୨.୩୦ରୁ ଗ୍ୟାସ ଲିକ୍ ହେବା ଫଳରେ ପ୍ଲାଣ୍ଟର ୫ କିମି ପରିଧି ମଧ୍ୟରେ ଥିବା ଲୋକମାନେ ପ୍ରଭାବିତ…

ପ୍ରଧାନମନ୍ତ୍ରୀଙ୍କ ପାଖରେ କଣ ଦାବି ରଖିଲେ ନବୀନ? ଜାଣନ୍ତୁ

ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ସେହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ରଖିଛନ୍ତି । ସେ ଦାବି ରଖି କହିଛନ୍ତି ଯେ ନିଜ ନିଜ ରାଜ୍ୟରେ ଥିବା ଶ୍ରମିକଙ୍କ…

କରୋନାରେ କଂଗ୍ରେସର ବରିଷ୍ଠ ନେତାଙ୍କ ମୃତ୍ୟୁ

ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବା ଅହମ୍ମଦାବାଦ ନଗର ନିଗମର ପୂର୍ବ ନେତା ବଦରୁଦ୍ଦିନ୍ ଶେଖ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ପାର୍ଟୀର ନେତା ଶକ୍ତି ଗୋହିଲ ଏନେଇ ସୂଚନା ଦେଇଛନ୍ତି । ରିପୋର୍ଟ ମୁତାବକ ଗୋହଲି କହିଛନ୍ତି ଯେ, ଆଜି ମୋ ପାଖରେ କହିବାକୁ କିଛି ନାହିଁ…

ଉପସାଗରୀୟ ଅଞ୍ଚଳରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ୩ଟି ଜାହାଜ ପଠାଇବ ଭାରତ

ଉପସାଗରୀୟ ଅଞ୍ଚଳରେ ଥିବା ଭାରତୀୟ ମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ୩ଟି ଜାହାଜ ପଠାଇବାକୁ ବିଚାର କରୁଛନ୍ତି । ଭାରତୀୟ ନୌସେନାର ଏହି ୩ଟି ଜାହାଜ ମଧ୍ୟରେ ରହିଛି ଆଇଏନଏସ ଜଳାଶ୍ୱ ଓ ଅନ୍ୟ ୨ଟି ଛୋଟ ଜାହାଜ । ଆଇଏନଏସ ଜଳାଶ୍ୱ ଏକ ବୃହତ ଏଲପିଡି ବା ଲାଣ୍ଡିଂ ପ୍ଲାଟଫର୍ମ ଡକ ଜାହାଜ…