Odisha News Insight
Browsing Tag

Mayfair Hotel

ବର ସମେତ ୫ ଗିରଫ,ହୋଟେଲ ସିଲ୍

ବାହାଘର ନିଶାରେ ଭୁଲିଗଲେ କଟକଣା, ବର ଶୋଭାଯାତ୍ରାବେଳେ କୋଭିଡ଼ କଟକଣା ନ ମାନି ଗିରଫ ହେଲେ ବର ସମେତ ୫ ଜଣ | ଏହି ବାହାଘର ଆୟୋଜିତ ହୋଇଥିବା ଗୋପାଳପୁରର ହୋଟେଲ ମେଫେୟାରକୁ ୭ ଦିନ ପାଇଁ ସିଲ୍ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ | ହୋଟେଲ ସିଲ୍ ସହ ବର ସହ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ…