Odisha News Insight
Browsing Tag

Medicine Quality

ତେନ୍ତୁଳିରେ କେଉଁ ସବୁ ଔଷଧୀୟ ଗୁଣ ରହିଛି ଜାଣନ୍ତୁ

ତେନ୍ତୁଳି ପାଟିକୁ ଖଟା ଲାଗିଥାଏ। ଏହାସହ ଆମେ ସାଧାରଣତଃ ଖଟା କିମ୍ବା ଆଚାର ବନେଇବା ପାଇଁ ବ୍ୟବହାର କରିଥାଉ। ଏହା ସ୍ଵାଦକୁ ଆହୁରି ଦ୍ୱିଗୁଣିତ କରିଥାଏ ସେୟା ନୁହେଁ ବରଂ ଏହା ଶରୀର ପାଇଁ ମଧ୍ୟ ଖୁବ୍‌ ଉପକାରୀ। ‌ତେନ୍ତୁଳିରେ ଆଇରନ୍‌, ଫାଇବର୍‌, ମ୍ୟାଗ୍‌ନେସିୟମ୍‌, କ୍ୟାଲ୍‌ସିୟମ୍‌ ଓ…

ଅଙ୍ଗୁରର ଔଷଧୀୟ ଗୁଣ

ଅଙ୍ଗୁର ସବୁ ସମୟରେ ବଜାରରେ ମିଳିଥାଏ। ହେଲେ ଖରାଦିନେ ଏହା ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ଏହି ଅଙ୍ଗୁର ଖାଇଲେ ଥଣ୍ଡା ହୋଇଥାଏ ବୋଲି କେତେକ ମତ ଦେଇଥାଆନ୍ତି। କିନ୍ତୁ ଅଙ୍ଗୁରର ଔଷଧୀୟ ଗୁଣ ସମ୍ପର୍କରେ ଅନେକଙ୍କୁ ଜଣାନଥାଏ। ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍ ଭଳି…