Odisha News Insight
Browsing Tag

Odia

ଭଲ ଲୋକ ସହ ସବୁବେଳେ କଣ ପାଇଁ ଖରାପ ଓ ଖରାପ ଲୋକ ସହ କଣ ପାଇଁ ହୋଇଥାଏ ଭଲ , ଜାଣନ୍ତୁ ଏଠାରେ ଏହି ପ୍ରଶ୍ନର ଉତ୍ତର

ଆପଣଙ୍କ ମନରେ ଏହି ପ୍ରଶ୍ନ ସବୁବେଳେ ଆସିଥାଏ କି କାହିଁକି ଭଲ ଲୋକ ସହ ସବୁବେଳେ ଭଲ ଲୋକଙ୍କ ସହ ଖରାପ ଓ ଖରାପ ଲୋକଙ୍କ ସହ ଭଲ ହୋଇଥାଏ , ଯଦି କିଏ ବେଇମାନୀ କରିଥାଏ ତେବେ ଲୋକେ ତାକୁ ଭୁଲ୍ କହିଥାନ୍ତି ଯଦି କିଏ ଭଲ କରିବା କିମ୍ବା କିଛି ମହତ୍ କାର୍ଯ୍ୟ ବିଷୟରେ ଭାବି ଥାଏ , ତେବେ ତା ସହ

ଗୋଟିଏ କ୍ୟାପସୁଲରେ ନିୟନ୍ତ୍ରଣ ହେବ ଡାଇବେଟିସ

ଗତ କିଛି ବର୍ଷ ଧରି ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି. ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ନିଜ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଦିନରେ ଅତି କମରେ ଇନସୁଲିନର ଦୁଇଟି ଇନଜେକ୍ସନ ନେବାକୁ ପଡିଥାଏ. ମାତ୍ର ଏବେ ବୈଜ୍ଞାନିକମାନେ ଏହି ଇନଜେକ୍ସନର ବିକଳ୍ପ ବାହାର