Odisha News Insight
Browsing Tag

Police

ଲକ ଡାଉନ: ନିୟମ ମାନିଲେନି, ପୋଲିସ୍‌ ଦେଲା ଏମିତି ଦଣ୍ଡ

କରୋନା ମହାମାରୀର ମୁକାବିଲା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶ ଲକ ଡାଉନ। ଲକ ଡାଉନ ସମୟରେ ସମସ୍ତେେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅତି ଜରୁରୀକାଳୀନ କାର୍ଯ୍ୟଥିଲେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାରର। ହେଲେ କେତେକ ସ୍ଥାନରେ କିଛି ଲୋକ ଲକ ଡାଉନକୁ…

୨୦୧୯ ରାଜ୍ୟପାଳ ପଦକ ପାଇବେ ୧୪ ପୋଲିସ ଅଧିକାରୀ

ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୪ ପୋଲିସ ଅଧିକାରୀଙ୍କୁ ମିଳିବ ରାଜ୍ୟପାଳ ପଦକ। ୨୦୧୯ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ। ଗଣତନ୍ତ୍ର ଦିବସ ଅବସରରେ ମନୋନୀତ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୋଲିସ ଅଧିକାରୀମାନେ ହେଲେ ଅତିରିକ୍ତ…

କଟକ ପୋଲିସ ପଞ୍ଝାରେ ନକଲି ସିମେଣ୍ଟ ତିଆରି କାରଖାନା।

ପୂର୍ବରୁ ବିଭିନ୍ନ ସ୍ଥାନରୁ ନକଲି ମସଲା, ତେଲ ଓ ପାନ ମସଲା ଆଦି କାରଖାନା ଠାବ ହୋଇଛି । ସେହିପରି ଆଜି ମଙ୍ଗୁଳି ଅଞ୍ଚଳରୁ ନକଲି ସିମେଣ୍ଟ କାରଖାନାକୁ ଠାବ କରାଯାଇଛି। ଏହି କାରଖାନାରେ ବ୍ୟବସାୟୀମାନେ ଅପମିଶ୍ରଣ କରି ଅସଲି ବସ୍ତାରେ ସିମେଣ୍ଟ ପୁରାଇ ବିକ୍ରୟ କରୁଥିଲେ । ଖବର ପାଇ…