Odisha News Insight
Browsing Tag

RajyaSabha

କରୋନା: ରାଜ୍ୟସଭା ନିର୍ବାଚନ ସ୍ଥଗିତ

କରୋନା ଭାଇରସ ପାଇଁ ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ। ମାର୍ଚ୍ଚ ୨୬ ତାରିଖ ଗୁରୁବାର ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଅନିର୍ଦ୍ଦିଷ୍ଟ ସମୟ ଯାଏ ସ୍ଥଗିତ ରହିଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଦିଲ୍ଲୀ ଏବଂ ପ୍ରାୟ ସମସ୍ତ ରାଜ୍ୟ ବର୍ତ୍ତମାନ ଲକ୍‌ଡାଉନ୍‌ରେ ରହିଥିବାରୁ ଏହି…