Odisha News Insight
Browsing Tag

West Bengal

ଏନଡିଆରଏଫ୍ ର ୫୦ ଯବାନ ପଜିଟିଭ୍, ଅମ୍ଫାନ ଉଦ୍ଧାର ପାଇଁ ଯାଇଥଲେ ପଶ୍ଚିମବଙ୍ଗ |

କଟକ ମୁଣ୍ଡଳୀ ଏନଡିଆରଏଫ୍ କ୍ୟାମ୍ପର ୫୦ ଯବାନ କରୋନା ପଜିଟିଭ | ୩ ଦିନ ତଳେ ଜଣେ, ଆଜି ଆଉ ୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏ ନେଇଁ ଏନଡିଆରଏଫ୍ ପକ୍ଷରୁ ସୂଚନା ଦିଆ ଯାଇଛ | ସୂଚନା ୧୬୭ ଏନଡିଆରଏଫ୍ ଯବାନ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ…