କେମିତି ରହିବ ଏଥରର କର୍ଫ୍ୟୁ

  • ରାଜ୍ୟରେ ବଳବତ୍ତର ରହିଲା ରାତ୍ରୀକାଳିନ କର୍ଫ୍ୟୁ
  • ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ସାଧାରଣ ଆତଯାତ ବନ୍ଦ
  • ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କର୍ମଚାରୀ ଯାଆସ କରିପାରିବେ
  • ୪ଜିଲ୍ଲା, ଗୋଟିଏ ମୁନିସିପାଲଟିରେ ବଳବତ୍ତର ରହିବ ସପ୍ତାହନ୍ତ ସର୍ଟଡାଉନ
  • ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଟକ ଓ ରାଉରକେଲା ମୁନିସିପାଲଟିରେ ପୂର୍ବଭଳି ରହିବ କଟକଣା
  • ଏହି ଅଞ୍ଚଳରେ ଅଗଷ୍ଟ ମାସର ପ୍ରଥମ ଓ ୨ୟ ଶନିବାର କର୍ଫ୍ୟୁ ସାମାନ୍ୟ କୋହଳ
  • ଏହି ୨ ଦିନ ଦିନ ଗୋଟାଏ ପର୍ଯ୍ୟନ୍ତ ସମସ୍ତ ଅନୁଷ୍ଠାନ ଖୋଲା ରହିପାରିବ
  • ଅନ୍ୟ ସମସ୍ତ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସର୍ଟ ଡାଉନ୍
  • ଏଥର କର୍ଫ୍ୟୁରେ କୌଣସି ଭାରିଯାନ ଚଳାଚଳ ବନ୍ଦ କରାଯିବ ନାହିଁ
  • ଜାତୀୟ ରାଜପଥ କଡ଼ରେ ଥିବା ଢାବା ଖାଦ୍ୟ ପାର୍ସଲ ଦେଇପାରିବେ
CoronaVirusCOVID19CurfewOdisha