Odisha News Insight

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କଲେ ମଧୁସୂଦନ ସେତୁ ଲୋକାର୍ପିତ

କଟକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାନଦୀ ଉପରେ ହୋଇଥିବା ମଧୁସୂଦନ ସେତୁକୁ ଲୋକାର୍ପିତ କରିଛନ୍ତି। ଏହି ସେତୁ କଟକ ସହିତ ଚୌଦ୍ୱାର ନୂଆପାଟଣାକୁ ସଂଯୋଗ କରୁଛି। ଏହାର ଦୈର୍ଘ୍ୟ ୨.୫ କି.ମି. ହୋଇଥିଲା ବେଳେ ପ୍ରସ୍ଥ ହେଉଛି ୧୩ ମିଟର। ଏହା ଫଳରେ କଟକରୁ ଢେଙ୍କାନାଳର ଦୂରତା ୧୬ କି.ମି. ହ୍ରାସ ପାଇବ।

Leave a comment