Odisha News Insight
Browsing Tag

Ollywood Actor

ଭେଣ୍ଟିଲେଟରରେ ବିଜୟ ମହାନ୍ତି |

ଓଲିଉଡ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରରେ ଭର୍ତ୍ତି କରାଯାଇଛି । ହୃଦ୍‌ଘାତରେ ପୀଡିତଥିବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଡାକ୍ତର କହିଛନ୍ତି |

ଝିଲିକ୍‌ ଶିଖୁଛନ୍ତି ଓଡ଼ିଆ, ପଢ଼ୁଛନ୍ତି ମଧୁ ବର୍ଣ୍ଣବୋଧ

ଓଡ଼ିଆ ଘରର ବୋହୂ ହେବା ପରେ ଓଲିଉଡ୍‌ର ବଙ୍ଗୀୟ ଅଭିନେତ୍ରୀ ଝିଲିକ୍‌ ଓଡ଼ିଆ ଶିଖିବା ପାଇଁ ମନ ବଳାଇଛନ୍ତି। ତେଣୁ ଆଜିକାଲି ସେ ସଚିତ୍ର ଓଡ଼ିଆ ମଧୁ ବର୍ଣ୍ଣବୋଧ ବହି ପଢ଼ୁଛନ୍ତି। ଖୁବ୍‌ କମ୍ ସମୟରେ ସେ ଓଡ଼ିଆ ଅକ୍ଷର ଶିଖି ପାରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ରରେ…