Odisha News Insight

ରୁଷ ରାଷ୍ଟ୍ରପତି ଆଶ୍ଚର୍ୟ ହେଇ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ପଚାରିଲେ ଯେ ଅଭିନନ୍ଦନ କିପରି MIG-21 ରୁ F-16 କୁ ଉଡେଇ ଦେଲେ..

ଭାରତ ର ବାଘ ପାଇଲଟ ଅଭିନନ୍ଦନ ବହୁତ ଜଲ୍ଦି ନିଜ ମାଟି ଭାରତ କୁ ଫେରିବେ |ସେ କେବଳ ଭାରତ ରେ ନୁହଁ ସାରା ଦୁନିଆ ରେ ନିଜର ନାମ କରି ଦେଇଛନ୍ତି | ଭାରତ ବ୍ୟତୀତ ରୁଷ,ଆମେରିକା,ବ୍ରିଟେନ ,ଫ୍ରାନ୍ସ,ଚୀନଭଳି ବଡ ବଡ ଦେଶ ରେ ଅଭିନନ୍ଦନ ଙ୍କ ଚର୍ଚା ଖୁବ ଜୂର ରେ ଚାଲୁଚି | କେବଳ ସେତିକି ନୁହଁ ନିଜେ ପାକିସ୍ତାନ ମଧ୍ୟ ଏହି ଯବାନ ଙ୍କ କାରନାମା ଦେଖି ଆଶ୍ଚର୍ଯ୍ୟ ଚକିତ ହେଇଥିଲେ |ତେବେ ଅଭିନନ୍ଦନ ଏଭଳି କିଛି ରେକର୍ଡ କରିଥିଲେ ଯାହା କି ଆଜି ସାରା ବିଶ୍ୱରେ ଚର୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି

ଅଭିନନ୍ଦନ ସେକେଣ୍ଡ ଜେନେରେସନ ର ଫାଇଟର MIG 21 ରୁ ଚତୁର୍ଥ ଜେନେରେସନ ର F-୧୬ କୁ ଉଡେଇ ଦେଇଥିଲେ |ତାଙ୍କର ଏହି ବାହାଦୁରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି | ଏହି ଘଟଣା ସାରା ବିଶ୍ୱରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ବଡ କଥା ହେଲା ଏହା ରୁଷ ର ନିଦ ମଧ୍ୟ ହଜେଇ ଦେଇଛି |ରୁଷ ଭାରତ ସମ୍ପର୍କ ବହୁତ ମଜବୁତ ଅଟେ ଓ ରୁ ଏହି ବିଷୟରେ କମାଣ୍ଡର ଅଭିନନ୍ଦନ ଙ୍କୁ ନେଇ ଖୁବ ଉତ୍ସାହିତ ଅଛି ରୁଷ ରାଷ୍ଟ୍ରପତି ପୁତିନ ମଧ୍ୟ କମାଣ୍ଡର ଅଭିନନ୍ଦନ ଙ୍କ ଏହି ତେଜ ବୁଦ୍ଧି ଓ ଚାଲାକ ପାନୀୟ କୁ ଖୁବ ପ୍ରଶଂସା କରିଛନ୍ତି

ଗୋଟିଏ MIG 21 ରୁ F-16 କୁ ଖତମ କରିବା କୌଣସି ଛୋଟିଆ କଥା ନୁହଁ |ଏହାକୁ ଜଣେ ଭାରତୀୟ ପାଇଲଟ କରିକି ଦେଖେଇଛନ୍ତି |ଏହି ଘଟଣା କୁ ବର୍ତମାନ ରୁଷ ଓ ଆମେରିକା ମଧ୍ୟ ଆଶ୍ଚର୍ଯ୍ୟ ହେଇଛନ୍ତି | ରୁଷ ର ପ୍ରଧାନମନ୍ତ୍ରୀ ଏହି କଟହ ରେ ଆଶ୍ଚର୍ଯ୍ୟ ହେଇ ଭାରତର ପ୍ରଧାମନ୍ତ୍ରୀ ଙ୍କ ସହ ଫୋନ ରେ କଥା ହେଇଥିଲେ |୨୮ ଫେବୃୟାରୀ ରେ ପୁତିନ ନିଜେ ନରେନ୍ଦ୍ର ମୋଦି ଙ୍କୁ ଫୋନ କରିଥିଲେ |ସେ ଏକଥା ଚର୍ଚା କରିଥିଲେ ଯେ MIG ରୁ F -16 କୁ ଉଡ଼ା ହେଲା | ଏଥିରେ ପାକିସ୍ତାନ କୁ ଯେତିକି କ୍ଷତି ସାହିବ ପାଇଁ ପଡିଛି ତାଠୁ ଅଧିକ ଆଶ୍ଚର୍ଯ୍ୟ ହେଇଚି ଆମେରିକା

ଏପରି ହେବାର କାରଣ ଏହା ଯେ F-16 ତାଙ୍କର ଜେଟ ଥିଲା ଓ ତାଙ୍କ ନିଜ ଜିନଷ ଉପରେ ତାଙ୍କର ବହୁତ ଗର୍ବ ଥିଲା |କିନ୍ତୁ ଭାରତୀୟ ପାଇଲଟ ଏହାକୁ ଗୁଣ୍ଡ କରି ଭାରତର ନାମ ଉଚା କରିଦେଲେ |ଏହା ବିଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କ ରେକର୍ଡ ଅଟେ ଯିଏ କି ଦ୍ୱିତୀୟ ଜେନେରେସନ ର ବିମାନ ରୁ ଚତୁର୍ଥ ଜେନେରେସନ ର ବିମାନ କୁ ଉଡ଼େଇଥିଲେ | ଓ ସେ ବର୍ତମାନ ବିଶ୍ୱର ଜଣେ ଆଗ ଧାଡି ର ପାଇଲଟ ଭାବେ ପରିଗଣିତ ହେଲେ |ଭାରତ ଆଜି ତାଙ୍କ ପାଇଁ ଗର୍ବିତ |ପାକିସ୍ତାନ ମଧ୍ୟ ତାଙ୍କ ସାହାସିକତା ଓ ବୀରତ୍ୱ ଦେଖି ଆଶ୍ଚର୍ଯ୍ୟ ହେଇଗଲା | ଭାରତୀୟ ପାଇଲଟ ଯେବେ ପାକିସ୍ତାନ ରେ ପଡିଲେ ସେବେ ସେ ଜାଣିନଥିଲେ ଯେ ସେ ପାକିସ୍ତାନ ମାଟିରେ ପଡିଛନ୍ତି | ସେ ଭାରତ ମତ କି ଜୟ ବୋଲି କହିଥିଲେ |ଅବଶ୍ୟ ସେ ପରେ ଜାଣିବା ପରେ ତାଙ୍କ ମୁହଁରେ ଟିକେ ବି ଡର ନଥିଲା ଓ ସେ ଗର୍ବର ସହ ନିଜର କଥା କହିଥିଲେ |ପାକିସ୍ତାନ ଖବରକାଗଜ ତାଙ୍କର ଅନେକ ପ୍ରଶଂସା କରିଥିଲେ

କହିରଖିବୁ ପାକିସ୍ତାନ ସେନା ଅଭିନନ୍ଦନ ଙ୍କୁ ନିଜ ଅକ୍ତିଆର କୁ ନେଇ ଅନେକ ପ୍ରଶ୍ନ କରିଥିଲେ ,କିନ୍ତୁ ସେ କୌଣସି ଜବାବ ଦେଇ ନଥିଲେ | ପାକିସ୍ତାନ ସୈନିକ ମଧ୍ୟ ତାଙ୍କୁ ନିୟମ ଅନୁସାରେ ଅଧିକ କିଛି ପଚାରିନଥିଲେ | ସେମାନେ କମାଣ୍ଡର ଙ୍କ ଭଲ ଖୟାଲ ରଖିଥିଲେ |ପାକିସ୍ତାନ ପ୍ରଥମେ ତାଙ୍କୁ ଏକ ସର୍ତ ରେ ଭାରତ ଛାଡିବା ପାଇଁ କହିଥିଲେ ମାତ୍ର ଭାରତ ସରକାର କହିଥିଲେ ସେ ବିନା ସର୍ତ୍ତରେ କମାଣ୍ଡର ଙ୍କୁ ଛାଡ଼ନ୍ତୁ ବୋଲି |ଶେଷରେ ପାକିସ୍ତାନ ଅଭିନନ୍ଦନ ଙ୍କୁ ଆଜି ଛାଡିବା ପାଇଁ ବାଧ୍ୟ ହେଲେ

Leave a comment