Odisha News Insight
Browsing Tag

Narendra Modi

ପ୍ରଧାନମନ୍ତ୍ରୀଙ୍କ ପାଖରେ କଣ ଦାବି ରଖିଲେ ନବୀନ? ଜାଣନ୍ତୁ

ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ସେହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ରଖିଛନ୍ତି । ସେ ଦାବି ରଖି କହିଛନ୍ତି ଯେ ନିଜ ନିଜ ରାଜ୍ୟରେ ଥିବା ଶ୍ରମିକଙ୍କ…

ବଢ଼ିପାରେ ଲକ୍‌ଡାଉନ୍‌ ଅବଧି, ବିଚାର କରୁଛନ୍ତି କେନ୍ଦ୍ର ସରକାର

ଲକ୍‌ଡାଉନ୍‌ ଅବଧି ବଢ଼ାଇବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ସରକାର ଓ ଅଭିଜ୍ଞ ବ୍ୟଙ୍କିମାନଙ୍କ ଠାରୁ ଏ ନେଇ ପରାମର୍ଶ ପାଇବା ପରେ ଏବେ ଏପ୍ରିଲ ୧୪ ପରେ ଲକ୍‌ଡାଉନ୍‌ ଅବଧି ବିସ୍ତାର କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ଭାରତରେ…