Odisha News Insight

ପ୍ରେମିକା ସହିତ ପୁଅ ଫେରାର, 21 ବର୍ଷୀୟା ବୋହୁ ସହିତ ହେଲା 65ବର୍ଷିଅ ଶଶୁର ର ବାହାଘର

ଆପଣ ମାନେ ଜାଣନ୍ତି ବିବାହ ଏକ ପବିତ୍ର ସଂମ୍ପର୍କ ।କଥାରେ ଅଛି ଇଶ୍ବର ଏହି ଜୋଡିକୁ ସେହି ଠାରୁ ନିଣ୍ଣୟ କରିଥାନ୍ତି । କିନ୍ତୁ ଏ ସମାଜରେ ଲୋକଙ୍କର ଏକ ଭିନ୍ନ ସମ୍ପର୍କ ଦେଖିବାକୁ ମିଳିଛୁ । ସାଧାରଣତ ଗୋଟିଏ ଝିଅର ବିବାହ ବୟଷ ଉପସ୍ଥିତ ହୋଇଥାଏ ସେତେବେଳେ ତାର ପରିବାର ଲୋକ ତାର ବିବାହ ପାଇିଁ ସବୁବେଳେ ବ୍ୟସ୍ତ ରହିଥାନ୍ତି ।

ସେ ଚାହିଅଥାନ୍ତି କି ମୋ ଝିଅର ବିବାହ ବହୁତ ଧୁମ ଧାମରେ ହେଉ । କନ୍ତୁ ସେହି କାର୍ଯ୍ୟରେ ଯଦି କୌଣସି ବାଧା ଆସେ ତେବେ ସେହି ଝିଅ ଏବଂ ତାଙ୍କ ପରିବାର ମନ ସପୂର୍ଣ୍ଣ ଭାଙ୍ଗିଯାଇଥାଏ । ଆଜି ଠିକ ସେହି ପରି ଏକ ଘଟଣା ଆଖି ସାମ୍ମନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ବିବାହ କୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି । ଏବଂ ବିହାରରେ କୌଣସି ସଙ୍କଟ ଦେଖାନଯାଉ ସେଥି ନିମନ୍ତେ ସର୍ତକ ଥାନ୍ତି । ଆପଣ ମାନେ ଜାଣିଥିବେ ଅନେକ ଝିଅଙ୍କର ବିବାହ କୌଣସି କାରଣ ବସତ ଭାଙ୍ଗିଯାଇଛି । ସେମାନେ ମଙ୍ଗଳା ହୋଇ ଏବେ ମଧ୍ୟ ବାପ ଘରେ ରହୁଛନ୍ତି । ସେମିତି ଜଣେ ହତ ଭାଗ୍ୟ ଝିଅ ସପନା ଙ୍କ ସହ ହୋଇଥିଲା ।ସପ୍ନାର ଘର ଲୋକ ବର ଆସିବା ବାଟକୁ ଚାହଁ ବସିଥିଲେ ।

ବରପକ୍ଷ ଲୋକ ବର କୁ ଧରି ଆସିଥିଲେ ଏହା ଦେଖି କନିଆଁର ପରିବାର ଲୋକ ଖୁସି ହୋଇଉଠିଥିଲେ । କିନ୍ତୁ ହଠାତ୍ ଏହି ଖୁସିରେ ଦାଗ ପଡିଗଲା । ଶୁଣିବାକୁ ମିଳିଲା କି ବେଦିରେ ବର ବସିବାୱ ପୂର୍ବରୁ ଆଉ କାହା ସହିତ ଫେରାର ହୋଇଯାଇଛି । ଏହା ଶୁଣି ସମସ୍ତେ ଛି ଛା କରିଥିଲେ ଝିଅ ବାପ ଘରେ ମଙ୍ଗଳା ହୋଇ ରହିବା ଗୋଟିଏ ଅଶୁଭ ଲକ୍ଷଣ । ତେଣୁ ଏହି ମଙ୍ଗଳା ଝିଅକୁ କିଏ ବିବାହ କରିବ ସେହି ଚିନ୍ତାକୁ ଆଖି ଆଗରେ ରଖି ବରର ବାପ କୁ ସେହି ବେଦିରେ ବସିବା ପାଇିଁ ବାଧ୍ୟ କରାଗଲା ।

ଏବଂ ବିବାହ ମଧ୍ୟ ବର ର ବାପ ସହ ହୋଇଗଲା । ତ ଯେଉଁ ବାପ ନିଜ ପୁଅକୁ ଛୋଟରୁ ଏତେ ବଡ କଲା ଦୁଖଃ ଖାଇ ତାକୁ ସୁଖ ଦେଇଥିଲା ସେହି ପୁଅ ଆଜି ବାପକୁ ଏତେ ବଡ ପୁରଷ୍କାର ଦେଲା ଯାହା ସମାଜ ପାଇିଁ ବଡ ଅପମାନର କଥା ।ପରିଶେଷରେ 65 ବର୍ଷୀୟ ଶୁଶୁର 21 ବର୍ଷୀୟ ସପ୍ନାକୁ ବିବାହ କରି ଘରକୁ ଆଣିଥିଲେ ।

ଘଟଣା ଟି ବିହାର ସମସ୍ତିପୁରର ତାଙ୍କ ଲଜ୍ଜାରେ ମୁହଁ ତଳକୁ ହୋଇଯାଇଛି ଏବଂ କହିଛନ୍ତି ଆଜି ମୋ ବାପ ପଣିଆ ଧନ୍ୟ ହୋଇଗଲା ।ଏ ପରି କୁଲାଙ୍ଗାର ପୁଅକୁ ଜନ୍ମ ଦେଇ ମୋ ବାପ ପଣିଆ ଧନ୍ୟ ହୋଇଗଲା । କାରଣ ଯେଉଁ ପୁଅ ଏପରି ବୁଡା ବୟଷରେ ଏତେ ବଡ ଅପମାନ ଦେଉଛି ତାହା କହିଲେ ନ ସରେ । ବାପରେ ଏହି ଦୁଖଃ କଥା ଶୁଣି ଆଜି ଆଖିରୁ ଲୁହ ଆସିଯାଉଛି ।

Leave a comment