Odisha News Insight
Browsing Tag

COVID19

ଏପ୍ରିଲ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଆଜି ଅନୁଷ୍ଠିତ ହୋଇଥିବା ଓଡ଼ିଶା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ାଯାଇଥିବା ବେଳେ କେନ୍ଦ୍ର ପାଖରେ ମଧ୍ୟ ସମାନ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର। ଦେଶରେ ଟ୍ରେନ୍‌ ଓ ବିମାନ ଚଳଚଳ…

ସାବଧାନ ଭୁବନେଶ୍ବର: ଏହି ଓମଫେଡ୍‌ ବୁଥକୁ ୧୪ ଦିନ ଭିତରେ ଯାଇଛନ୍ତି କି?

ଆଜି ସତ୍ୟନଗର ଅଞ୍ଚଳକୁ ଭୁବନେଶ୍ବର ମହାନଗର କର୍ତୃପକ୍ଷ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ କରିିଥିବା ବେଳେ ଏଠାରେ ୪ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ବହୁବାର ଏକ ଓମଫେଡ୍‌ ବୁଥ୍‌କୁ ଯାଇଥିବାରୁ ଏ ନେଇ ଲୋକମାନଙ୍କୁ ସଚେତନ କରାଇଛନ୍ତି…

କୋଭିଡ-୧୯ ପରୀକ୍ଷା ମାଗଣାରେ ହେଉ, ସରକାର ସୁନିଶ୍ଚିତ କରନ୍ତୁ: ସୁପ୍ରିମକୋର୍ଟ

ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କୋଭିଡ-୧୯ ପରୀକ୍ଷା ମାଗଣାରେ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର କିଛି ବ୍ୟବସ୍ଥା କରନ୍ତୁ ଓ ବିଶେଷ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି…

କରୋନା ଓଡ଼ିଶାରେ ପହଞ୍ଚିଲା ୩୫୦୦ କେଜି ସ୍ବାସ୍ଥ୍ୟ ସାମଗ୍ରୀ

କୋଭିଡ୍-୧୯ ପରୀଷଣ କିଟ୍‌ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ସୋମବାର ସଂଧ୍ୟାରେ ୩,୫୦୦ କେଜିର ସ୍ବାସ୍ଥ୍ୟ ସାମଗ୍ରୀ ସହ ଧରି ଭାରତୀୟ ବାୟୁସେନାର ଏକ ବିମାନ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ବିମାନଟି ଚେନ୍ନାଇ ନିକଟସ୍ଥ ତାମ୍ବାରାମ ଏୟାର…