Odisha News Insight
Browsing Tag

Odisha

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଏକ ସଙ୍କଟ…

ଫେସ୍‌ବୁକରେ ସାଇବର ଠକ: ଏହି ନମ୍ବରରେ ଫୋନ କଲେ ଘରେ ପହଞ୍ଚିବ ମଦ

 ରାଜ୍ୟବାସୀ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ଆରମ୍ଭ ହୋଇଯାଇଛି ସାଇବର ଠକେଇର ନୂଆ ଅଧ୍ୟାୟ। ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ବନ୍ଦ ଥିବା ବେଳେ ମଦ ହୋମ୍‌ ଡେଲିଭରୀ ନାମରେ ଠକେଇର ଜାଲ ବିଛାଇଛନ୍ତି ସାଇବର ଡକାୟତ। ଫେସବୁକ୍‌କୁ ଏଥିପାଇଁ ଏମାନେ ସହଜ ମାଧ୍ୟମ କରିଛନ୍ତି। …

କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା ହେଲା ‘ସତ୍ୟ ନଗର’

 ଆଜି ଭୁବନେଶ୍ୱରର ସତ୍ୟ ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ବିଏମସି। ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଯାହା ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି। ସେଥିପାଇଁ…

କରୋନା ଓଡ଼ିଶାରେ ପହଞ୍ଚିଲା ୩୫୦୦ କେଜି ସ୍ବାସ୍ଥ୍ୟ ସାମଗ୍ରୀ

କୋଭିଡ୍-୧୯ ପରୀଷଣ କିଟ୍‌ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ସୋମବାର ସଂଧ୍ୟାରେ ୩,୫୦୦ କେଜିର ସ୍ବାସ୍ଥ୍ୟ ସାମଗ୍ରୀ ସହ ଧରି ଭାରତୀୟ ବାୟୁସେନାର ଏକ ବିମାନ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ବିମାନଟି ଚେନ୍ନାଇ ନିକଟସ୍ଥ ତାମ୍ବାରାମ ଏୟାର…