Odisha News Insight
Browsing Category

Health

ଦଶଟି ମିଥ୍ୟା ଗୁଜବ ରୁ ସାବଧାନ ରୁହନ୍ତୁ ଏହି ଘଡି ସନ୍ଧି ସମୟରେ

୧)ଇଟାଲୀର ସହରରେ ଅନେକ ଶବ ର ଦୃଶ୍ୟ । ସତ୍ୟତା-ଏହା ଏକ ଫିଲ୍ମ କଣ୍ଟେଜୀଅନ ର ଦୃଶ୍ୟ ଅଟେ । ୨)ଜିଓ ର 498/- ଟଙ୍କା ର ଫ୍ରି ରିଚାର୍ଜ । ସତ୍ୟତା-କମ୍ପାନୀ ଏଭଳି କିଛି ଘୋଷଣା କରିନାହିଁ । ୩)ଅନେକ ଲୋକ ଭୁମିରେ ପଡି ଚିତ୍କାର କରି ସହାୟତା ମାଗିବାର ଦୃଶ୍ୟ ସତ୍ୟତା-ଏହା 2014 ମସିହାର ଏକ…

ଏବେ ଆସନ୍ତୁ ରାଜ୍ୟର ତୃତୀୟ ଆକ୍ରାନ୍ତଙ୍କ ବିଷୟରେ ଜାଣିବା !

ବୟସ - 60 ବର୍ଷ ଘର - ଭୁବନେଶ୍ବର ଯାତ୍ରା - ଦିଲ୍ଲୀରୁ ଗତ ମାର୍ଚ୍ଚ 10 ତାରିଖ ସନ୍ଧ୍ୟା 7 ଟାରେ ଇଣ୍ଡିଗୋ ବିମାନରେ ଫେରିଥିଲେ! ଲକ୍ଷଣ - 11 ଦିନ ପରେ ଥଣ୍ଡା କାଶ ଜ୍ୱର ହେବାରୁ କର କ୍ଲିନିକରେ ଦେଖାଇ ଔଷଧ ଖାଇଲେ ଭର୍ତି - ଜ୍ଵର ନକମିବାରୁ 14 ଦିନ ପରେ ପୁଣି କର କ୍ଲିନିକରେ…