Odisha News Insight
Browsing Category

Health

କରୋନା ମୃତ୍ୟୁ ସତ୍ତ୍ବେ ଏହି ଦେଶରେ ହେଲା ନିର୍ବାଚନ

ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସତ୍ତ୍ବେ ମାଲିରେ ଆଜି ଦେଶବ୍ୟାପୀ ସଂସଦୀୟ ମତଦାନ ହୋଇଛି। ମାତ୍ର ୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଆଫ୍ରିକୀୟ ଦେଶରେ ୧୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲାା ଆଜି ଭୋଟଗ୍ରହଣ ଆରମ୍ଭର କିଛି ସମୟ ପୂର୍ବରୁ ଦେଶରେ ପ୍ରଥମ କରୋନା ଜନିତ…

କରୋନା ବେପାର ଚୀନରୁ ୧୦୦ କୋଟି ମାସ୍କ କିଣିବ ଫ୍ରାନ୍ସ

ଗୋଟିଏ ପଟେ ସାରା ବିଶ୍ବକୁ କରୋନା କବଳିତ କରି ରଖିଥିବା ବେଳେ ଏହାର ଉତ୍ପତ୍ତିସ୍ଥଳ ଚୀନ ଏବେ ପ୍ରାୟତଃ ବିପଦମୁକ୍ତ ଅବସ୍ଥାରେ ପହଞ୍ଚିଲାଣି। ,ଭଳି ସମୟରେ ମାନବସମ୍ବଳ ବହୁଳ ଚୀନ୍‌ ଆରମ୍ଭ କରିଛି କରୋନା ବ୍ୟବସାୟ। କରୋନା ଲଢ଼େଇରେ ଆକ୍ତାମାକ୍ତ ଫ୍ରାନ୍ସ ଚୀନ୍‌ ଠାରୁ ୧୦୦ କୋଟି ଫେସ୍‌…

କରୋନା: ଫୋନରେ ଦିନ ତମାମ ମାଗଣା ପରାମର୍ଶ ଦେବେ ଡାକ୍ତର

 ଲକ୍‌ଡାଉନ୍‌ରେ ଥିବା ଲୋକଙ୍କ ପାଇଁ ସୁଖବର। ଆପଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ବା ସ୍ବାସ୍ଥ୍ୟକୁ ନେଇ କୌଣସି ସମସ୍ୟା ଦେଖାଦେଲେ ଆପଣ ଡାକ୍ତରଖାନା ଓପିଡି ଯିବାର ଆବଶ୍ୟକତା ନାହିଁ। ଆପଣଙ୍କ ଫୋନରେ ଆପଣ ଅଭିଜ୍ଞ ଡାକ୍ତରଙ୍କ ଠାରୁ ମାଗଣା ପରାମର୍ଶ ପାଇପାରିବେ। ଭାରତୀୟ ଡାକ୍ତରୀ…

କରୋନା: ସ୍ପେନ୍ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ମହାମାରୀ କରୋନାରେ ପ୍ରାଣ ହରାଇଲେ ସ୍ପେନ୍ ରାଣୀ ମାରିଆ ଟେରେସା। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମୃତ ମାରିଆଙ୍କ ଭାଇ ରାଜକୁମାର ସିକ୍ସଟୋ ଏନରିକି ଡି ବୋରବୋନ ଫେସବୁକରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରାଜକୁମାରୀ ମାରିଆଙ୍କ ମୃତ୍ୟୁ ମାର୍ଚ୍ଚ ୨୬ରେ ହୋଇଛି। କୋଭିଡ-୧୯ରେ…