Odisha News Insight

୩ ଓଡ଼ିଆ ପୁଅ ପାଇଁ ଜାତୀୟସ୍ତରରେ ଚର୍ଚ୍ଚାରେ ଆଜି ଓଡ଼ିଶା |

ବାତ୍ୟା ଅମ୍ପାନକୁ ନେଇଁ ଗୁରୁ ଦାୟିତ୍ବ ବହନ କରିଥିଲେ ୩ ଜଣ ଓଡ଼ିଆ ପୁଅ | ଏହି ୩ ଓଡ଼ିଆ ପୁଅଙ୍କ ପାଇଁ ଆଜି ଗର୍ବିତ ଓଡିଶା ମାଟି ଓ ଓଡ଼ିଶାବାସୀ | ସେମାନେ ହେେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଓ ସାଇକ୍ଲୋନ୍ ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଆର୍. କେ ଜେନାମଣି ଓ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ ତଥା ଏନଡିଆରଏଫର ମହାନିର୍ଦ୍ଦେଶକ ଥିବା ଏସ୍‌ଏନ୍‌ ପ୍ରଧାନ | ବାତ୍ୟା ଅମ୍ଫାନ ମୁକାବିଲା ନେଇଁ ଏହି ୩ ଓଡ଼ିଆଙ୍କ ପାରିବା ପଣିଆ ଓଡ଼ିଶାକୁ ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ରରେ ରଖିଛି।

Leave a comment