Odisha News Insight
Browsing Tag

Bhubaneswar

ଆଡିଠୁ ଗଡ଼ିବ ‘ମୋ ବସ୍’

ଆଜିଠାରୁ ଟ୍ବି୍ନ୍ ସିଟି ଭୁବନେଶ୍ବର ଓ କଟକର ୭ଟି ରୁଟ୍‌ରେ ଚାଲିବ ଅଣ ଶୀତତାପ ନିୟନ୍ତ୍ରିତ ମୋ ବସ୍‌। ସକାଳ ୭ରୁ ସଂଧ୍ୟା ୭ ଯାଏଁ ଚାଲିବ ମୋ ବସ୍‌ । ବସ୍‌ରେ ଠିଆ ହୋଇ ଯାତ୍ରା କରିବା ମନା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଏମଆରପି ଉପରେ ୫୦% ସ୍ୱତନ୍ତ୍ର କୋଭିଡ ଫି

ଭୁୁବନେଶ୍ୱର: କାଲିଠାରୁ ଅନଲାଇନ୍ ରେ ମିଳିଯିବ ମଦ । ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି । ଅର୍ଡର ଦେବାର ୬ ଘଣ୍ଟାରେ ଜିନିଷ ପହଞ୍ଚିବ । ତେବେ ଗରାଖଙ୍କ ପାଇଁ ଏହା ମହଙ୍ଗା ହେବ । ବିଦେଶୀ ମଦ ଓ ବିୟର ଉପରେ ଲାଗିବ କୋଭିଡ ଫି । ଏମଆରପି ଉପରେ ଗରାଖଙ୍କୁ ୫୦% ସ୍ୱତନ୍ତ୍ର…

ଆସନ୍ତାକାଲିଠାରୁ ଖୋଲିବ ପାର୍କ; ବିଏମସି

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସମସ୍ତ ପାର୍କ ଖୋଲିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାରା ଦେଶରେ କରୋନା ସଂକ୍ରମଣ ରୋକିବାକୁ ଲକାଡାଉନ୍ ଜାରି କରାଯାଇଥିଲା । ଲକଡାଉନ୍ ପାଇଁ ସମସ୍ତ ସର୍ବସାଧାରଣ ସ୍ଥାନ ଯଥା ପାର୍କ, ଜିମ୍, ସପିଂ ମଲ୍ ଆଦି ବନ୍ଦ…

ବନ୍ଦେ ଭାରତ ମିସନ ରେ ପ୍ରବାସୀଙ୍କୁ ନେଇ ଭୁବନେଶ୍ବର ଫେରିବ 2 ଟି ବିମାନ!

ପ୍ରଥମରେ ମିଡ୍ ଇଷ୍ଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସନ୍ତା 14 ତାରିଖରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନ ଦୁବାଇରୁ ଭୁବନେଶ୍ବର ଆସିବ I ଏୟାର୍ ଇଣ୍ଡିଆ ବିମାନ ଏଆଇ - 1474 ରେ ପ୍ରାୟ ଦୁଇ ଶହ ଯାତ୍ରୀ ଫେରିବେ I ଏହାପରେ ଆଉ ଏକ ବିମାନ କ୍ୱାଲାଲୁମ୍ପୁରରୁ ପ୍ରବାସୀଙ୍କୁ ନେଇ…

ବିଏମସି ବୁଲାଇଲା ପ୍ରଚାର ଗାଡ଼ି

ହଟସ୍ପଟ ଜୋନ ତଥା ଭୁବନେଶ୍ୱରରେ ଦୋକାନ ଖୋଲିଲେ ଏଣିକି କାର୍ଯ୍ୟାନୁଷ୍ଟାନ ନିଆଯିବ । ଗତ ଦୁଇଦିନ ହେଲା କେତେକ ଅମାନିଆ ବ୍ୟବସାୟୀ ତଥା ଦ୍ୱନ୍ଦ୍ୱରେ ପଡି କିଛି ଦୋକାନ ବଜାର ଖୋଲିଥିଲେ । ଏନେଇ ‘ONI’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଉଠିଛି । ଭୁବନେଶ୍ୱର ମହାନଗର ନିଗମ…

ଫସିବେ ଫେକ୍‌କଲକାରୀ, ମାମଲା ରୁଜୁ

ଥଟ୍ଟା-ମଜା କରିବା ମହଙ୍ଗା ପଡିଲା । ଟାଇମପାସ୍ ପାଇଁ କଲ ସେଣ୍ଟରକୁ କଲ କରି ଝିଅଙ୍କ ସହ ଗପିବା ଏବେ ଫେକ କଲକାରୀଙ୍କ ପାଇଁ କାଳ ସାଜିଲା । ପୁଲିସ ଫେକକଲକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଖୁବଶୀଘ୍ର ସେମାନଙ୍କୁ ପୁଲିସ ବାନ୍ଧିବ ବୋଲି ଜଣାପଡିଛି । ୧୦୪ ହେଲଫ…

ଭୁବନେଶ୍ୱରରେ କାଲି କଣ ଖୋଲା ରହିବ ,କଣ ରହିବ ବନ୍ଦ

କାଲିଠୁ କୋହଳ ହେବ ଲକ୍ ଡାଉନ । କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । କିନ୍ତ୍ୁ ଆପଣ ଯଦି ଭୁବନେଶ୍ୱର ବାସୀ ତା ହେଲେ ଜାଣି ନିଅନ୍ତୁ କାଲିଠୁ କଣ ଖୋଲିବ କଣ ରହିବ ବନ୍ଦ । ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ପରବର୍ତ୍ତି ନିଷ୍ପତ୍ତି ପର୍ଯ୍ୟନ୍ତ ଜାରୀ ରହିବ ଲକ ଡାଉନ…