Odisha News Insight
Browsing Category

Odia

ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ସେନାଧିକାରୀ

ଜାତୀୟସ୍ତରରେ ପୁଣିଥରେ ଓଡ଼ିଆଙ୍କୁ ଗୁରୁଦାୟିତ୍ବ। ଓଡ଼ିଆ ସେନାଧିକାରୀଙ୍କୁ ମିଳିଲା ବଡ଼ ପଦବୀ। ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏଥିସହ ଗତକାଲି…

୨୦୧୯ ରାଜ୍ୟପାଳ ପଦକ ପାଇବେ ୧୪ ପୋଲିସ ଅଧିକାରୀ

ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୪ ପୋଲିସ ଅଧିକାରୀଙ୍କୁ ମିଳିବ ରାଜ୍ୟପାଳ ପଦକ। ୨୦୧୯ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ। ଗଣତନ୍ତ୍ର ଦିବସ ଅବସରରେ ମନୋନୀତ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୋଲିସ ଅଧିକାରୀମାନେ ହେଲେ ଅତିରିକ୍ତ…

ଆଜିଠୁ ବଢ଼ିବ ଶୀତ

ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ବାୟୁ ପ୍ରବାହ ଦିଗ ପରିବର୍ତ୍ତନ କାରଣରୁ ଉତ୍ତରାପବନ ପ୍ରବାହ କମିଛି। ତେଣୁ ଥଣ୍ଡା ପ୍ରକୋପରୁ ଆଶ୍ବସ୍ତି ମିଳିଛି। ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଅନୁଭୂତ ହେବ। ପରବର୍ତ୍ତୀ…

କଟକ ହାଡ଼ିଆପଠାରେ ମୁଖ୍ୟମନ୍ତ୍ରୀ

କଟକ ଜିଲ୍ଲା ମହାନଦୀର ହାଡ଼ିଆପଠାରେ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପହଞ୍ଚିଛନ୍ତି। ପ୍ରସ୍ତାବିତ ଏସସିବିକୁ ବିଶ୍ୱସ୍ତରୀୟ କ୍ୟାମ୍ପସ କରିବାକୁ ଉଦ୍ୟମ ତଥା ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କରାଯାଉଛି। ଦ୍ୱିତୀୟ କ୍ୟାମ୍ପସ ନେଇ ମୁଖ୍ୟମନ୍ତ୍ରୀ ନକ୍ସା ଦେଖୁଛନ୍ତି।…

ମୁଁ ବିଜୁ ବାବୁଙ୍କ ଅନୁଗତ, ନବୀନଙ୍କ ସମର୍ଥକ : ଦାମ

ବରିଷ୍ଠ ନେତା ଦାମ ରାଉତଙ୍କ ବଡ ବୟାନ । କହିଲେ ମୁଁ ସର୍ବଦା ନବୀନ ବାବୁଙ୍କୁ ସମର୍ଥନ ଦେଇ ଆସିଛି । ଜୀବନରେ କେବେ ବି ନବୀନ ବାବୁଙ୍କୁ ବିରୋଧ କରିନି । ମୁଁ ବିଜେଡି ଲୋକ ସହ ଦଳର ଜଣେ ପୁରୁଖା ସଦସ୍ୟ । ମୁଁ ନିର୍ବାଚନ ଲଢିବିନି କିନ୍ତୁ ବିଜୁଙ୍କ ଅନୁଗତ ହିସାବରେ ବିଜେଡିରେ ରହିଛି ବୋଲି…

ବୌଦ୍ଧବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୧୪ କୋଟି ଟଙ୍କାର ନବବର୍ଷ ଉପହାର

ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କାର ନବବର୍ଷ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅର୍ଥରେ ବୌଦ୍ଧ ଜିଲ୍ଲାର ୨୭ଟି ପ୍ରକଳ୍ପ ନିର୍ମାଣ ହେବ। ଆଜି ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କରିବା ଅବସରରେ…

“ଟ୍ରାଙ୍କ୍ୱିଲ୍” ସୋଲୋ ଆର୍ଟ ପ୍ରଦର୍ଶନୀ ଅନୁଷ୍ଠିତ

ଭୂବନେଶ୍ୱର ନନ୍ଦିତା ମିଶ୍ର ଙ୍କ ଦ୍ୱାରା ଚିତ୍ରୀତ ଚିତ୍ରକଳା "ଟ୍ରାଙ୍କ୍ୱିଲ୍" ସୋଲୋ ଆର୍ଟ ପ୍ରଦର୍ଶନୀ ଦୁଇ ଦିନ ଧରି କିଟ୍ କ୍ୟାମ୍ପସ ୬ ବନକ୍ୱିଟି ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ୨ଦିନ ଧରି ଏହି ପ୍ରଦର୍ଶନୀ ଚାଲିଥିବାବେଳେ ଏଥିରେ ଦେଶ ର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗ ର ଲୋକ ଆସି…

ବ୍ରିଜରେ ଫସିଲା ବିମାନ

ପଶ୍ଚିମବଙ୍ଗରେ ଫ୍ଲାଏ ଓଭର ତଳେ ଫସିଯାଇଛି ବିମାନ । ବିମାନ ଟିଏ ଏପରି ଭାବରେ ଓଭର ବ୍ରିଜ ତଳେ ଫସିଛି ଯାହାକୁ ନେଇ ନାକେଦମ୍ ହେବାକୁ ପଡିଲାଣି । ପଶ୍ଚିମବଙ୍ଗରେ ଏକ ପରିତ୍ୟକ୍ତ ବିମାନକୁ ଟ୍ରଲର ଯୋଗେ ନିଆଯାଉଥିଲା । ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥ ଦେଇ ବିମାନ ବୋଝେଇ ଟ୍ରକ…

କଳା ଚାଉଳ କିଲୋ ୫୦୦: ଭିଟାମିନ୍‌ରେ ଭର୍ତ୍ତି

କଳା ଚାଉଳ କିଲୋ ୫୦୦: ଭିଟାମିନ୍‌ରେ ଭର୍ତ୍ତି । ଖାଇଲେ ହେବନି ଡାଏବେଟିସ, ଦୂରେଇବ କ୍ୟାନସରବ୍ଲାକ ରାଇସ୍‌ (Black Rice) ରେ ଅନେକ ଔଷଧୀୟ ଗୁଣ ରହିଛି। ଏହି ଚାଉଳରେ ଭରପୁର ମାତ୍ରାର ଭିଟାମିନ ଓ ମିନେରାଲ୍ସ ତତ୍ତ୍ବ ରହିଛି। ବ୍ଲାକ ରାଇସ୍‌ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।…

ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା। ଏହି ଅଞ୍ଚଳରେ ତିରଙ୍ଗା ପତାକା ଉଡେଇବା ପାଇଁ ପ୍ରଶାସନ ଭୟ କରୁଥିଲା। ତେଣୁ ସେଠାରେ ତିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲାଗତକାଲି ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ ମାଲକାନଗିରି ଏସ୍‌ପି…